ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଶାହିଦ କପୁର ତାଙ୍କ ଫିଲ୍ମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ଗତ ଫେବୃଆରୀରେ ଶାହିଦଙ୍କ ୱେବ୍ ସିରିଜ୍ ‘ଫର୍ଜି’ ରିଲିଜ୍ ହୋଇଥିଲା । ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଜ ଜରିଆରେ ଶାହିଦ କପୁର ଓଟିଟିରେ ଡେବ୍ୟୁ କରିଛନ୍ତି । ଆଗକୁ ଶାହିଦ କପୁର ଓ ଅଭିନେତ୍ରୀ କିର୍ତ୍ତୀଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମର ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ ହୋଇସାରିଛି, ଯେଉଁଥିରେ ଉଭୟଙ୍କ ହଟ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ପୋଷ୍ଟରରେ ଶାହିଦ ଏକ ବାଇକରେ ବସିଥିବାବେଳେ କର୍ତ୍ତୀ ତାଙ୍କ ସାମ୍ନାରେ ବସି ଏକ ରୋମାଣ୍ଟିକ୍ ପୋଜ୍ ଦେଇଛନ୍ତି । ଏହି ଯୋଡ଼ିକୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।
ଏହି ଫିଲ୍ମଟି ଏକ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି । ଏଥିରେ କ୍ରିର୍ତ୍ତୀ ଏକ ରୋବଟ୍ ଭୂମିକାରେ ଅଭିନୟ କରୁଥିବା ବେଳେ ଶାହିଦଙ୍କୁ ବୈଜ୍ଞାନିକ ରୂପେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ନଜର ଆସିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର କୌଣସି ନାମ ସ୍ଥିର କରାଯାଇ ନାହିଁ । ଏହା ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
BREAKING NEWS
- Strait of Hormuz: ଇରାନ କହିଲା କେମିତି ଖୋଲିବ ହର୍ମୁଜ୍…ଆମେରିକା ଆଗରେ ରଖିଲା କଠୋର ସର୍ତ୍ତ
- Women’s Reservation Bill: ମହିଳା ସଂରକ୍ଷଣକୁ ବିରୋଧୀଙ୍କ ସମର୍ଥନ! ଜାଣନ୍ତୁ କେଉଁ ଦଳ ଦେଲା ମୋଦୀ ସରକାରଙ୍କ ସାଥ୍?
- Rain Alert: ଓଡ଼ିଶା ଉପରେ ପୁଣି ବର୍ଷା ବିପଦ! ବଙ୍ଗୋପସାଗରରେ ଲଘୁଚାପ, ୫ ଦିନ ଭିଜିବ ରାଜ୍ୟ
- Modi-Vance Talks: ରୁଷୀୟ ତୈଳ ନେଇ ୧୦୦% ଟାରିଫ୍! କଥା ହେଲେ ଜେଡି ଭାନ୍ସ ଓ ପିଏମ୍ ମୋଦି
- ‘Krida O Kridabit’: ପୁସ୍ତକର ପ୍ରତି ପୃଷ୍ଠାରେ ବଞ୍ଚିରହିବ ଅଶୋକ ମହାନ୍ତିଙ୍କ କ୍ରୀଡ଼ା ପ୍ରେମ, ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ ଲୋକାର୍ପିତ
- Dharmendra Pradhan Resignation: କାହିଁକି ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରଥମ ଥର ପାଇଁ ସବୁ ଖୋଲିକି କହିଲେ…
- ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏହି ବିରୋଧୀ ଦଳ ବିଜେପି ସହ ସହମତି ପ୍ରକାଶ କଲା; ରିଜିଜୁ କହିଲେ – ‘ହୃଦୟରୁ ସ୍ୱାଗତ’
- ‘ନିଟ୍’ ପେପର ଲିକ୍ ପରେ ଆକ୍ସନ୍ ମୋଡ୍ରେ ଏନଟିଏ: ବଦଳୁଛି ସାଂଗଠନିକ ଢାଞ୍ଚା, ତିନି ପ୍ରମୁଖ ପଦବୀ ପାଇଁ ଆବେଦନ ଆହ୍ୱାନ
- ରେଳବାଇ କର୍ମଚାରୀଙ୍କ ପାଇଁ ଖୁସି ଖବର: ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ପୋଷ୍ଟିଂ ଦେବା ପାଇଁ ବଦଳିଲା ନିୟମ
- ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ସମାବେଶ ସଫଳ: ଓଡ଼ିଶାକୁ ମିଳିଲା ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ

Comments are closed.