Latest Odisha News

BREAKING NEWS

ସରିଲା ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ, ହେଲେ କାହା ସହ ?

ହରିୟାଣା: ଏନଗେଜମେଣ୍ଟ କଲେ କ୍ରିକେଟ୍ ଟିମ୍ ଇଣ୍ଡିଆର ଆଗଧାଡିର ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍ । କରୋନା ସମୟରେ ନିର୍ବନ୍ଧ କରି ସେ ନିଜ ଫ୍ୟାନ ତଥା ସାଥିମାନଙ୍କୁ ଚକିତ କରିଛନ୍ତି । ତେବେ ଅନ୍ୟ କେହି ନୁହେଁ ବରଂ ଜଣେ ଜଣାଶୁଣା ୟୁ-ଟ୍ୟୁବରଙ୍କ ଗୁଗଲିରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି ୟୁଜବେନ୍ଦ୍ର ଚହଲ ।

ପପୁଲାର କୋରିଓଗ୍ରାଫର, ଡାନ୍ସର ତଥା ୟୁ-ଟ୍ୟୁବର ଧନଶ୍ରୀ ବର୍ମାଙ୍କ ସହ ୟୁଜବେନ୍ଦ୍ର କରିବେ ଲାଇଫ୍ ଲଙ୍ଗ୍ ପାର୍ଟନସିପ୍ । ଦୁହିଁଙ୍କ ନିର୍ବନ୍ଧ ଖବର ଖୋଦ ୟୁଜବେନ୍ଦ୍ର ଓ ଧନଶ୍ରୀ ସୋସିଆଲ ମିଡିଆରେ ଜଣାଇଛନ୍ତି । ଆସନ୍ତା ଦିନରେ ୟୁଜବେନ୍ଦ୍ରଙ୍କ କ୍ରିକେଟ୍ କମାଲ ଆଇପିଏଲରେ ଦେଖିବାକୁ ମିଳିବ । ତେବେ ଦେଖାଯାଉ ୟୁଜବେନ୍ଦ୍ରଙ୍କ ପାଇଁ ଧନଶ୍ରୀ କେତେଦୂର ଲକ୍କି ସାବ୍ୟସ୍ତ ହେଉଛନ୍ତି ।

Leave A Reply

Your email address will not be published.