ବାଲେଶ୍ୱର ପୌରାଞ୍ଚଳରେ ଜଣ୍ଡିସ୍ ଆତଙ୍କ: ପାଇପ୍ ପାଣି ଯୋଗୁଁ ସଂକ୍ରମଣ ବଢୁଥିବା ସନ୍ଦେହ
ବାଲେଶ୍ୱର: ପାଇପ୍ ଯୋଗେ ଆସୁଥିବା ପାନୀୟ ଜଳ ଏବେ ବାଲେଶ୍ୱର ସହରବାସୀଙ୍କ ପାଇଁ କାଳ ସାଜିଛି। ସହରର ୨୭ ନମ୍ବର ୱାର୍ଡରେ ଗତ ଗୋଟିଏ ମାସ ମଧ୍ୟରେ ୩୦ରୁ ଅଧିକ ଜଣ୍ଡିସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସରକାର ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ…