ରାଜଧାନୀରେ ପୁଣି ‘ଆମ ବସ୍’ର ଆତଙ୍କ: ଘଟଣାସ୍ଥଳରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ
ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ଦେଖିବାକୁ ମିଳିଛି ଯାତ୍ରୀବାହୀ ବସ୍ର ବେପରୁଆ ଚାଳନା। ବାରମ୍ବାର ଦୁର୍ଘଟଣା ଘଟାଇ ସହରବାସୀଙ୍କ ମନରେ ଭୟ ସୃଷ୍ଟି କରୁଥିବା 'ଆମ ବସ୍' ଆଜି ପୁଣି ଜଣେ ନିରୀହ ଯୁବକଙ୍କ ମୁଣ୍ଡ ନେଇଛି। ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା। ରାଜଧାନୀର…