Latest Odisha News

BREAKING NEWS

ଅଳ୍ପକେ ବର୍ତ୍ତିଲେ କୁନି କୁନି ଛାତ୍ରଛାତ୍ରୀ: କାଦୁଅରେ ଫସିଲା ଆଦର୍ଶ ବିଦ୍ୟାଳୟ ବସ୍, ଟଳିଲା ବଡ଼ ଧରଣର ବିପଦ

ଝାରସୁଗୁଡ଼ା: ଟିକିଏ ଏପଟ ସେପଟ ହୋଇଥିଲେ ଯାଇଥାନ୍ତା ଅନେକ ନୀରିହ ଜୀବନ। ଘଟିଯାଇଥାନ୍ତା ଏକ ହୃଦୟ ବିଦାରକ ଘଟଣା। ତେବେ ସୌଭାଗ୍ୟବଶତଃ ଏକ ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍କୁଲ ବସରେ ଥିବା କୁନି କୁନି ଛାତ୍ରଛାତ୍ରୀ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅଞ୍ଚଳରେ ସୋମବାର…

ଭାଇରାଲ୍ ଇ-ରିକ୍ସା ହ୍ୟାକିଂ ଭିଡିଓ ଖୋଲିଦେଲା ପୋଲ୍, ଦେଶର ସାଇବର ସୁରକ୍ଷା ବ୍ୟବସ୍ଥା ନେଇ ବଢ଼ିଲା ଚିନ୍ତା!

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ସାଧାରଣ ଭିଡିଓ ଏବେ ଦେଶର ସୁରକ୍ଷା ବିଶେଷଜ୍ଞ ଏବଂ ସରକାରଙ୍କ ନିଦ ହଜାଇ ଦେଇଛି। ପ୍ରଥମେ ପ୍ରଥମେ ଏହା କେବଳ ଏକ ମଜାଦାର ପ୍ରାଙ୍କ ବା ଥଟ୍ଟା ଭିଡିଓ ଭଳି ମନେହେଉଥିଲା, କିନ୍ତୁ ଏବେ ଏହି ଘଟଣା ଭାରତର ଦ୍ରୁତ ଗତିରେ ବଢ଼ୁଥିବା…

ବିଶ୍ୱ ବ୍ୟାଙ୍କର ନୂଆ ରିପୋର୍ଟ: ଶ୍ରୀଲଙ୍କା ଓ ଭିଏତନାମ ଆଗେଇ ଗଲେ, ଭାରତ ଏବେ ବି ସେଇଠି; ବିହାର ଭଳି ରାଜ୍ୟ ପାଇଁ…

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ (World Bank) ପକ୍ଷରୁ ଦେଶଗୁଡ଼ିକର ଆର୍ଥିକ ସ୍ଥିତି ଓ ମୁଣ୍ଡପିଛା ଆୟକୁ ନେଇ ସେମାନଙ୍କର ନୂଆ ର‍୍ୟାଙ୍କିଙ୍ଗ୍ ବା ଶ୍ରେଣୀଭୁକ୍ତ ତାଲିକା ଜାରି କରାଯାଇଛି। ଏହି ନୂଆ ରିପୋର୍ଟ ଅନୁସାରେ, ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବଂ ଭିଏତନାମ, ଫିଲିପାଇନ୍ସ ଭଳି…

ଭାରତର ‘ଆକ୍ଟ ଇଷ୍ଟ ପଲିସି’ କାହିଁକି ଆଜିର ସମୟରେ ଜରୁରୀ? ପୂର୍ବୋତ୍ତର ରାଜ୍ୟଙ୍କ ଭାଗ୍ୟ ବଦଳାଇବ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦେଶ ଯଥା- ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବାହାରିଛନ୍ତି। ଆସନ୍ତା ୧୧ ଜୁଲାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ଭାରତର ବୈଦେଶିକ ନୀତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଏହି ଗସ୍ତ…

ଗଲ୍ଫ ଛାଡ଼ି ଆମେରିକା ମୁହାଁ ଭାରତ: ରନ୍ଧନ ଗ୍ୟାସ୍ ସଙ୍କଟ ଏଡ଼ାଇବାକୁ ସରକାରଙ୍କ ବଡ଼ ‘ମାଷ୍ଟରପ୍ଲାନ୍’

ନୂଆଦିଲ୍ଲୀ: ଭବିଷ୍ୟତର ଶକ୍ତି ନିରାପତ୍ତା ଏବଂ ଘରୋଇ ବଜାରରେ ଗ୍ୟାସ ଯୋଗାଣକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏଲପିଜି ଆମଦାନୀ ପାଇଁ କେବଳ ଉପସାଗରୀୟ ଅର୍ଥାତ୍ ଗଲ୍ଫ ଦେଶଗୁଡ଼ିକ ଉପରେ ନିର୍ଭର ନକରି ଏବେ ଆମେରିକାରୁ ବ୍ୟାପକ ମାତ୍ରାରେ ଗ୍ୟାସ…

ରାଜ୍ୟରେ ସ୍ବାଭାବିକ ଠାରୁ ୪% ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ଦେଖିବାକୁ ମିଳିଛି। ଜୁନ୍ ୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୨୬୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ପରିମାଣ ଠାରୁ ପ୍ରାୟ ୪ ପ୍ରତିଶତ ଅଧିକ ବୋଲି…

ସାଇବର ଠକଙ୍କ ଟାର୍ଗେଟରେ ଭିଆଇପି: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟକୁ ଆସିଛନ୍ତି ବଡ଼ ବଡ଼ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷ। ଏହି କ୍ରମରେ ପୁରୀ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ…

ନବରଙ୍ଗପୁର ରାଜନୀତିରେ ହଟଚମଟ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଓ କଂଗ୍ରେସକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ୫୦୦ରୁ…

ନବରଙ୍ଗପୁର: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସବୁ ରାଜନୈତିକ ଦଳ ନିଜର ତୃଣମୂଳ ସଙ୍ଗଠନକୁ ମଜବୁତ କରିବା ପାଇଁ ଗାଁ ମୁହାଁ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ଏକ ବଡ଼ ଝଟ୍‌କା…

ଓଡ଼ିଶା ଉପକୂଳ ମୁହାଁ ଭୟଙ୍କର ‘ଅବପାତ’: ଆଗାମୀ ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ, ୫ ଜିଲ୍ଲା ପାଇଁ ସର୍ବୋଚ୍ଚ ସତର୍କତା…

ଭୁବନେଶ୍ୱର: ରାଜ୍ୟରେ ପ୍ରଳୟଙ୍କରୀ ରୂପ ନେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ସଦୃଶ ସ୍ଥିତି। ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପଟି ଏବେ ଅଧିକ ଘନୀଭୂତ ହୋଇ ‘ଅବପାତ’ ରୂପ ଧାରଣ କରି ସାରିଛି। ଏହା ସିଧାସଳଖ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ ରାଜ୍ୟର…

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ: ବ୍ୟାପକ ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଧମକ ମିଳିଛି, ଯାହା ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ…