ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ହୋଇଯାନ୍ତୁ ସାବଧାନ, ଆକ୍ସନ୍ ମୋଡରେ ପରିବହନ ବିଭାଗ, ଟାର୍ଗେଟ୍ରେ କିଏ?
ଭୁବନେଶ୍ୱର: ଯଦି ଆପଣ ନିଜ ସ୍କୁଟି, ବାଇକ୍ କିମ୍ବା କାର୍ ଧରି ବଜାର କିମ୍ବା ଅଫିସ ବାହାରୁଛନ୍ତି, ତେବେ ଟିକିଏ ଅଟକି ଯାଆନ୍ତୁ। ଆପଣଙ୍କ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ଅଛି ତ? କାରଣ ଏବେ ରାଜ୍ୟର ବିଭିନ୍ନ ଛକରେ ଛକି ବସିଛନ୍ତି ପରିବହନ ବିଭାଗର ଅଧିକାରୀ। ନିୟମ ଖିଲାପକାରୀଙ୍କୁ ଧରିବା…