Latest Odisha News

BREAKING NEWS

ଜୁଲାଇରେ କରୋନା ଆଣିଛି ସୁନାମୀ

ନୂଆଦିଲ୍ଲୀ: ଜୁଲାଇରେ ନାଲି ଆଖି ଦେଖାଇଛି କରୋନା । ଭାରତ ଏବଂ ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦେଶରେ ଦିନକୁ ୫ ହଜାର ପାର୍ କରିଛି ପଜିଟିଭ କେସ୍ । ଲକ୍ଷାଧିକ ପଜିଟିଭ ବାହାରିଛନ୍ତି । ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ…

ଦକ୍ଷିଣରେ କରୋନା କାୟା: ଗଞ୍ଜାମରେ ଖସୁଛି, ରାୟଗଡ଼ା ଓ ଗଜପତିରେ ମାଡୁଛି

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନାର ନାଲି ଆଖି । ମାଡ଼ି ମାଡ଼ ଚାଲିଛି । ଗଞ୍ଜାମ ପରେ ଗଜପତି ଓ ରାୟଗଡ଼ା । ଯଦିଓ ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ କେସ୍ କମୁଛି, କିନ୍ତୁ ଚିନ୍ତା ବଢ଼ାଇଛନ୍ତି ରାୟଗଡ଼ା ଓ ଗଜପତି ଜିଲ୍ଲା । ଗଜପତି, ରାୟଗଡ଼ା ଟେନସନ୍ ଗତ ୨୪ ଘଣ୍ଟାରେ…

ଗଞ୍ଜାମ କୋଭିଡ୍: ତିନି ମାସରେ ୨ରୁ ୧୦ ହଜାର କରୋନା କେସ୍

ଗଞ୍ଜାମ: ୧୦ ହଜାର ପାର କରିଛି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୪କୁ ବୃଦ୍ଧି ପାଇଛି । ତିନି ମାସରେ ଦୁଇରୁ ଦଶ ହଜାର ଗଞ୍ଜାମ ଜିଲ୍ଲାରେ ପ୍ରବାସୀ…

ଓଡ଼ିଶାରେ ୧୦ ହଜାର ଉପରେ ଆକ୍ଟିଭ୍ କେସ୍, ଦିଲ୍ଲୀ ଓ ରାଜସ୍ଥାନଠୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପ୍ରତିଦିନ ହଜାରେ ଉପରେ ଆସୁଛି ପଜିଟିଭ୍ କେସ୍ । ପ୍ରତିଦିନ ଅଧିକ ଆକ୍ରାନ୍ତ ସୁସ୍ଥ ବି ହେଉଛନ୍ତି । ଏବେ ଚିନ୍ତା ବଢ଼ାଇଲାଣି ରାଜ୍ୟର ଆକ୍ଟିଭ୍ କେସ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୯୧୯ ଭୂତାଣୁ ସଂକ୍ରମିତ ବିଭିନ୍ନ…

ଏମିତି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି କରୋନା ଯୁଦ୍ଧର ଅସଲ ସିପାହୀ । ଏହି ଲଢ଼େଇରେ ପ୍ରଣ୍ଟ ଲାଇନ୍ ଓ୍ୱାରିଅର୍ । ନିଷ୍ଠାପର ସେବା ଓ ଚିକିତ୍ସାର ଯେତେ ପ୍ରଶଂସା କଲେ କମ୍ ପଡ଼ିବ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଏମିତି କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି…

ଜୁଲାଇରେ କରୋନାର ଲମ୍ବା ଲମ୍ଫ: ୨୨ ଦିନରେ ୧୩ ହଜାର ପଜିଟିଭ୍

ଭୁବନେଶ୍ୱର : ଜୁଲାଇରେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି । ପ୍ରଥମେ ଚାରି ଶହ, ପରେ ପାଞ୍ଚ ଶହ, ତାପରେ ଗୋଟିଏ ଦିନରେ ସାତ ଶହ ପଜିଟିଭ୍ କେସ୍ ଆଶୁଥିଲା । ଗତ ଦୁଇ ଦିନ ହେବ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ହଜାରେ ଟପିଗଲା । ୨୧ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା…

ନାଲି ଆଖି ଦେଖାଇଲେଣି ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାଡ଼ି ମାଡ଼ି ଚାଲିଛି । ଗଞ୍ଜାମ ପରେ ଗଜପତି ଓ ଏବେ କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ରାଜ୍ୟ ପାଇଁ ଟେନସନ୍ । ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି ରାୟଗଡ଼ା ଓ…

କମାଲ କଲା ଦିଲ୍ଲୀ: ୪୯ ଦିନ ପରେ ହଜାରେରୁ କମ୍ କରୋନା କେସ୍

ନୂଆଦିଲ୍ଲୀ: ଜୁନରେ ଦେଶର ରାଜଧାନୀରେ ଟେନସନ୍ ବଢାଇଥିଲା କରୋନା କେସ୍ । ଜୁଲାଇ ଶେଷ ଆଡକୁ ଟିକେ ଆଶ୍ୱସ୍ତି ଆସିଲା ଭଳି ଲାଗୁଛି । ଚଳିତ ସପ୍ତାହରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦିଲ୍ଲାରେ ଲକ୍ଷେ ୨୩ ହଜାର ଲୋକ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଲକ୍ଷେ ଲୋକ…

ଓଡ଼ିଶାର ୧୪ ଜିଲ୍ଲାରୁ ମୁଣ୍ଡ ନେଲାଣି କରୋନା

ଭୁବନେଶ୍ୱର: କରୋନା କାୟା ମାଡୁଛି । ମୁଣ୍ଡ ବି ନେଉଛି । ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ଜୀବନ ଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୩ ଜଣ ଭୂତାଣୁ ସଂକ୍ରମିତ ମୃତ୍ୟୁବରଣ କଲେଣି । ରାଜ୍ୟର ୧୪ ଜିଲ୍ଲାରୁ ମୁଣ୍ଡ ନେଇଛି ଭାଇରସ୍ । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ଼, ଗଜପତି,…

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟିକେଟ କିଣିଥିଲେ କ’ଣ କରିବେ ?

ନୂଆଦିଲ୍ଲୀ: କରୋନା ଯୋଗୁ ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ରହିଲା । ଏଥିପାଇଁ ଯେଉଁମାନେ ଟିକେଟ କିଣିଥିଲେ ସେମାନେ କଣ କରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବ । କିଛି ବ୍ୟସ୍ତ ହେବାର ନାହିଁ । ଏହାର ବାଟ ବାହାର କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି । ୨୦୨୦…