Latest Odisha News

BREAKING NEWS

ଜନ୍ମଦିନରେ ବନ୍ଧୁ ବିଜୟଙ୍କୁ ହରାଇଲେ ନସିରୁଦ୍ଦିନ ଶାହ

ଭୁବନେଶ୍ୱର: ବିଦାୟ ବିଜୟ । ପରଲୋକରେ ଓଲିଉଡର ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି । ସମସ୍ତେ ବିଜୟଙ୍କୁ ଝୁରୁଛନ୍ତି । ବଲିଉଡ ଅଭିନେତା ନସିରୁଦ୍ଦିନ ଶାହଙ୍କ ପାଇଁ ବିଜୟଙ୍କ ବିୟୋଗ ବଡ଼ କ୍ଷତି । କାରଣ ନିଜ ଜନ୍ମଦିନରେ ପ୍ରିୟ ବନ୍ଧୁ ବିଜୟଙ୍କୁ ହରାଇଛନ୍ତି । ଆଜି ନସିରୁଦ୍ଦିନ ଶାହଙ୍କ…

ଚିନ୍ତା ବଢ଼ାଉଛି ଲୋକାଲ୍ କେସ, ୭ ଦିନରେ ୧୪୮୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାଡ଼ି ମାଡ଼ି ଚାଲିଛି । ୧୮ ହଜାର ଡେଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ଖୋର୍ଦ୍ଧା, କଟକ, ଯାଜପୁରରେ କାୟା ବିସ୍ତାର କରୁଛି କରୋନା । ଜୁଲାଇରେ ଟେନସନ୍ ହୋଇଛି ଲୋକାଲ କେସ । ପ୍ରତିଦିନ ଗଣ୍ଡା ଗଣ୍ଡା ଲୋକାଲ୍ କଣ୍ଟାକ୍ଟ…

କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କରୋନା କାୟା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି କରୋନା । ଗଞ୍ଜାମ, ଗଜପତି ପରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଆଠ ଦିନରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୩୩ ଜଣ । କେବଳ ଜୁଲାଇରେ ବାହାରିଛନ୍ତି ୪୦୬…

ଭୁବନେଶ୍ୱରରେ ବଢୁଛି, ଖୋର୍ଦ୍ଧା ଲଢୁଛି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ମୁଣ୍ଡ ବିନ୍ଧାର କାରଣ ହେଲାଣି କରୋନା ସଂକ୍ରମଣ । ପ୍ରତିଦିନ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧ ହଜାର ୭୪୪କୁ ବୃଦ୍ଧି ପାଇଛି ପଜିଟିଭ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୁ ଯେତିକି ଭୂତାଣୁ…

ଚାରି ମାସରେ ପାଖାପାଖି ୧୫ ହଜାର ପଜିଟିଭ୍ କେସ୍, ଟପ୍ ଫାଇଭ୍ ଜିଲ୍ଲାରେ ୫୯% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢୁଛି କରୋନା ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଓ ସୁସ୍ଥ ହାର । ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୮୯୮କୁ ବୃଦ୍ଧି ପାଇଛି । ଗତ ଚାରି ମାସ ଭିତରେ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି । ମାର୍ଚ୍ଚ ୧୫ ତାରିଖରେ ରାଜ୍ରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା…

ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହକୁ ଜବତ କରି…

ଚିନ୍ତା ବଢ଼ାଉଛନ୍ତି ଜି-କେ-ଜେ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନାର ଲମ୍ବା ଡିଆଁ । ପ୍ରତିଦିନ ପାଞ୍ଚ ଶହ ଉପରେ ପଜିଟିଭ କେସ ଆସୁଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଏବେ ଟେନସନ୍ । ବିଶେଷ କରି ଜି-ଜେ-କେ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ହୋଇଛନ୍ତି । ଜି-ଗଞ୍ଜାମ, ଜେ-ଯାଜପୁର ଓ କେ-ଖୋର୍ଦ୍ଧା । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

ଫିଲ୍ମ ଷ୍ଟାଇଲରେ ଗ୍ୟାଙ୍ଗଷ୍ଟରକୁ ଗୁଳି, ବିକାଶ ଦୁବେର କ୍ରାଇମ୍ ସିନରୁ ଏନକାଉଣ୍ଟର କାହାଣୀ

ଗ୍ୟାଙ୍ଗଷ୍ଟର ଖାଇଲା ଗୁଳି । କାନପୁରରେ ୮ ପୋଲିସର ହତ୍ୟାକାରୀ ବିକାଶ ଦୁବେର ଖେଳ ଖମତ । ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର । ଛଅ ଦିନର ଲୁଚକାଳି ପରେ ଗତକାଲି ମଧ୍ୟପ୍ରଦେଶରୁ ଧରା ଦେଇଥିଲା । ଆଜି ଫେରୁଥିଲା କାନପୁର । କଡ଼ା ସୁରକ୍ଷା ଭିତରେ ଆଣୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ଆଉ କିଛି ସମୟ…

କରୋନା ସଂକ୍ରମଣରେ ଗଜପତିକୁ କାଟିଲା ସୁନ୍ଦରଗଡ଼

ସୁନ୍ଦରଗଡ଼: ଗଞ୍ଜାମ ପରେ ସୁନ୍ଦରଗଡ଼ ଜିଲ୍ଲା ଜୁଲାଇରେ ଚିନ୍ତା ବଢ଼ାଇଛି । ପାଞ୍ଚ ଶହ ଟିପିଛି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇରେ ଲଗାତାର ନୂଆ କେସ୍ ବାହାରିଲାଣି । ଆଜି ଚିହ୍ନଟ ୮୩ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୬ ଛୁଇଁଛି । ରାଜ୍ୟର କରୋନା…