Latest Odisha News

BREAKING NEWS

ଆସାମ ରାଜଭବନ କ୍ୟାମ୍ପସ୍ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗୁଆହାଟୀ: ଆସାମ ରାଜଭବନ କ୍ୟାମ୍ପସ ପରିସରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କ୍ୟାମ୍ପସ ଭିତରୁ କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଗତକାଲି କାମରୁପ୍ ମହାନଗର ନିଗମ ଡେପୁଟୀ କମିଶନର ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ । ରାଜଭବନ ପରିସର…

ଦୁଇ ଲକ୍ଷ ପଜିଟିଭ୍ କେସ୍ ଛୁଇଁଥିବା ଦେଶର ପ୍ରଥମ ରାଜ୍ୟ ମହାରାଷ୍ଟ୍ର

ମହାରାଷ୍ଟ୍ର: ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବରେ ମହାରାଷ୍ଟ୍ରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛି ସର୍ବାଧିକ ୭ ହଜାର ୭୪ଟି…

ଧର୍ମ ଚକ୍ର ଦିବସରେ ଶାନ୍ତିର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆଷାଢ ପୂର୍ଣ୍ଣିମା ବା ଧର୍ମ ଚକ୍ର ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତିର ବାର୍ତ୍ତା ଦେଇଛନ୍ତି । ବିଶ୍ୱବାସୀଙ୍କୁ ଆଜିର ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଆଷାଢ଼ ପୂର୍ଣ୍ଣିମାକୁ…

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀଙ୍କୁ କରୋନା । ଭୂତାଣୁ ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି କ୍ୟୁରେସୀ । ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । କ୍ୟୁରେସୀ ଟ୍ୱିଟ କରି ସୂଚନା…

ପାଟଣାରେ ଶ୍ରାବଣ ସୋମବାରରେ କାଉଡିଆଙ୍କୁ ଜଳଲାଗି ମନା

ବିହାର: ପାଟଣା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଶ୍ରାବଣ ମାସରେ ଜଳଲାଗି ପାଇଁ କାଉଡିାଙ୍କୁ ମନା ହୋଇଛି ଶିବ ମନ୍ଦିର । ପାଟଣା ଜିଲ୍ଲାରେ ଥିବା ଶିବ ମନ୍ଦିର ସବୁ ଆସନ୍ତା ଅଗଷ୍ଟ ୪ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା…

କରୋନା ଚିକିତ୍ସା ପାଇଁ ସରକାରଙ୍କ ନୂଆ ଗାଇଡଲାଇନରେ କ’ଣ ଅଛି ? ଜାଣନ୍ତୁ

କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯାଉଥିବା ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିକୁ ପାଞ୍ଚ ଦିନ ଦିଆଯିବ ।…

ଗଲଓ୍ୱାନ ସହିଦଙ୍କ ନାଁରେ ନାମିତ ହେବ କୋଭିଡ୍ ହସ୍ପିଟାଲ ଓ୍ୱାର୍ଡ

ନୂଆଦିଲ୍ଲୀ: ନିଉ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ-୧୯ ହସ୍ପିଟାଲର ଓ୍ୱାର୍ଡ ନାଁ ଗଲଓ୍ୱାନ ଘାଟିରେ ସହିଦ ବୀର ଯବାନଙ୍କ ନାଁ ଅନୁସାରେ ନାମିତ କରାଯିବ । ଡିଆରଡିଓ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯବାନଙ୍କ ବଳିଦାନ ଓ ସେମାନଙ୍କୁ ସମ୍ମାନ ଜଣାଇ ନିଉ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ…

ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ଚୀନ ଓ ପାକିସ୍ତାନକୁ ସତର୍କଘଣ୍ଟି

ଲଦାଖ ଗଲୱାନ ଘାଟି ସଂଘର୍ଷ ପରେ ଚୀନକୁ ଚେତେଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଭାରତର ସୀମାରେ ଶାନ୍ତି ଚାହେଁ । ଆମକୁ ଉସୁକାଇଲେ ଛାଡିବୁ ନାହିଁ  ୨୦ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆଜି ଅଚାନକ ଲେହରେ ପହଞ୍ଚି ଯାଇଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି…

ଓଡ଼ିଶାରେ ୩୧ ଦିନରେ ୫୭୧୮ ନୂଆ କରୋନା କେସ୍, ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରିଛି । ଗତ ମାର୍ଚ୍ଚ ମାସରେ ପ୍ରଥମ ପଜିଟିଭ୍ କେସ୍ ବାହାରିଥିଲା । ମାର୍ଚ୍ଚରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ମାତ୍ର ୪ । ଏହି ପାଞ୍ଚ ମାସ ଭିତରେ ସଂଖ୍ୟା ୮ ହଜାର ୧୦୬…

LAC ଟେନସନ୍ ଭିତରେ ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଏଲଏସିରେ ଭାରତ-ଚୀନ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ବେଳେ ଅଚାନକ ଜମ୍ମୁ କଶ୍ମୀରର ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ନିମୁର ଫରଓ୍ୱାଡ ପୋଷ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସେନାର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା…