Latest Odisha News

BREAKING NEWS

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର । ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ…

ବଡ଼ ପରଦାକୁ ଓହ୍ଲାଇଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ !

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍ ସାଜିଲେ ଅଭିନେତା । କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ସଂପୃକ୍ତ ଥିଲେ । ହେଲେ ଏବେ ଟଲିଉଡରେ ସେ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ । ଇର୍ଫାନଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ କୋବ୍ରା ଥିବାବେଳେ ଗତକାଲି ତାଙ୍କ…

ସମାଜର ବିପରୀତ ସ୍ରୋତରେ ନେହା ଓ ଜ୍ୟୋତି !

ବାରିକ ଦୋକାନ ଅବା ସେଲୁନରେ (ପାର୍ଲର ନୁହେଁ) ଖାସ କରି ପୁରୁଷମାନଙ୍କୁ ଦୋକାନୀ ଭାବେ ଆପଣ ନିଶ୍ଚିୟ ଦେଖିଥିବେ । ପାର୍ଲରକୁ ବାଦ୍ ଦେଲେ କେଉଁଠି ବି ଆପଣ ସେଲୁନ୍‌ରେ ଯୁବତୀ କିମ୍ବା ମହିଳାଙ୍କୁ କାମ କରିବାରେ ଦେଖିନଥିବେ । ହେଲେ ଉତ୍ତରପ୍ରଦେଶର ଦୁଇ ଭଉଣୀ ବହୁବର୍ଷ ଧରି ଚାଲିଆସିଥିବା ଏହି…

ମୁମ୍ବାଇ ଛାଡିବେ ବେବୋ ଓ ସୈଫ ଅଲ୍ଲି ଖାନ୍ !

ମୁମ୍ବାଇ: ଦ୍ୱିତୀୟ ପୁତ୍ର କିମ୍ବା କନ୍ୟା ସନ୍ତାନ ପାଇଁ କରିନା ଓ ସୈଫ୍ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ଉତ୍ସାହରେ ଏକ ନୂଆ ଟୁଇଷ୍ଟ ଆଣିଛନ୍ତି ଖୋଦ ସୈଫ୍ ଅଲ୍ଲି ଖାନ । ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବା କଥା କହିବା ପରେ ବଲିଉଡରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।…

ବାଣ୍ଟିଦେଲେ ଚେନ୍ନାଇ ଜର୍ସି, ସନ୍ୟାସ ନେବେ କି ଧୋନୀ ?

ଦୁବାଇ: ଗତ ରାତିରେ ଦୁଇଟି କାରଣ ପାଇଁ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମତଃ ଚେନ୍ନାଇ ଦଳ ମ୍ୟାଚ୍ ହାରିଥିଲା । ଦ୍ୱିତୀୟତଃ ସେ ନିଜର ୭ ନମ୍ବର ଜର୍ସିକୁ ହାର୍ଦ୍ଦିକ୍ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ତେବେ ଏହା ପୂର୍ବରୁ ବି ଧୋନୀ ନିଜର…

ପ୍ରଥମ ଅନୁରୋଧକୁ ପ୍ରତ୍ୟାଖ୍ୟାନ, କ’ଣ ରହିଛି ଟିମ୍ ଇଣ୍ଡିଆର ନୂଆ ଅନୁରୋଧ ?

ନୂଆଦିଲ୍ଲୀ: ଆଇପିଏଲ୍ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ଉଡାଣ ଭରିବ କ୍ରିକେଟ୍ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତ ଖେଳିବ ୩ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ବହୁ ଗୁରୁତ୍ୱପୂର୍ନ ଟେଷ୍ଟ ମ୍ୟାଚ୍ । ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନିଶ୍ଚିତ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ କ୍ରିକେଟ୍…

ଚୋର ଚମ୍ପଟ୍ ମାରିଥିଲା ଟ୍ରେନ୍‌ରେ, ପୋଲିସ ଧରିଲା ଫ୍ଲାଇଟ୍‌ରେ !

କର୍ଣ୍ଣାଟକ: ନାଟକୀୟ ଢଙ୍ଗରେ ପୋଲିସ ହାତରେ ଧରାପଡିଲା ଚୋର । ଚୋରି ହୋଇଥିଲା ସୁନା ଓ ହୀରା ଗହଣାଗାଣ୍ଠି । ଏକ ଲକରରେ ଗହଣା ଥିବାବେଳେ ଚୋର ଟ୍ରେନରେ ଖସିଯିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଟ୍ରେନ୍‌ରେ ନୁହେଁ ବରଂ ଫ୍ଲାଇଟ୍‌ରେ ପିଛା କରି ଶେଷରେ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ।…

କୁଆଡେ ଗଲେ ଭାରତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ?

ନୂଆଦିଲ୍ଲୀ: ବିରାପ୍ପାନଠୁ ଆରମ୍ଭ କରି ନିକଟରେ ନିହତ ହୋଇଥିବା ବିକାଶ ଦୁବେ । ଏଭଳି ଅନେକ ଗ୍ୟାଙ୍ଗଷ୍ଟର ଓ ଅପରାଧୀଙ୍କ ଏନ୍ତୁଡିଶାଳ ପାଲଟିଛି ଭାରତ । ଦେବିନ୍ଦର ସିଂ, ବଣ୍ଟି ଓ ନଟୱରଲାଲ ଭଳି ଠକ ତଥା ଚୋରଙ୍କୁ ନେଇ ଫିଲ୍ମ ବି ନିର୍ମାଣ ସରିଛି । ଏପରିକି ତାଜମହଲକୁ ବିକ୍ରୟ କରିବା ଓ…

ଦେଶୀ ଓ ନକଲି ମଦର ଭୂସ୍ୱର୍ଗ ଅନୁଗୁଳ !

ଅନୁଗୁଳ: ଦେଶୀ ମଦର ଭୂସ୍ୱର୍ଗ ପାଲଟିଛି ଅନୁଗୁଳ । ଜିଲ୍ଲାରେ ବେଧଡକ ପୋଲିସ ନାକତଳେ ତିଆରି ଓ ବିକ୍ରି ହେଉଛି । ହେଲେ ପ୍ରଶାସନର ନିଘା ନାହିଁ । ଦିନ ଦ୍ୱିପହରେ ହେଉ କି ରାତି ଖୁଲମଖୋଲା ଚାଲାଣ ହେଉଛି ଦେଶୀ ମଦ । ଶୁକ୍ରବାର ତାଳଚେର ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଳି ଥାନା ପୋଲିସ ଚଢାଉ…

ଜାପାନରେ ୨୦୦ରୁ ଅଧିକ ଗଣେଶ ମନ୍ଦିର, ହେଲେ କାଠ ବାକ୍ସରେ ଆବଦ୍ଧ ମୂର୍ତ୍ତୀ !

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓ । ହଜାରହଜାର ବର୍ଷ ପୂର୍ବରୁ ଏଠି ଅନେକ ଗଣେଶ ମନ୍ଦିର ସ୍ଥାପନ ହୋଇଥିଲା । ପଢି ତାଜୁବ ହେଉଥିବ ନିଶ୍ଚୟ । କଥାଟି ମନରେ କୌତୁହଳ ସୃଷ୍ଟି କରୁଥିଲେ ବି ସତ । ହେଲେ ଏଠି ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ…