Latest Odisha News

BREAKING NEWS

ବୟସ ୧୦୪, ଜାଳି ଚାଲିଛନ୍ତି ଶିକ୍ଷାର ଦୀପ !

ଯାଜପୁର: ଦେହରେ ବଳ ନାହିଁ ଚାଲିବାକୁ । ଜୀବନ ବୟସରେ ଖେଳିଛନ୍ତି ଶତକୀୟ ଇନିଂସ୍ । ତଥାପି ଦେଶର ଭବିଷ୍ୟତଙ୍କୁ ଗଢି ତୋଳିବାରେ ତାଙ୍କ ନିଷ୍ଠା ସମସ୍ତଙ୍କୁ ତାଜୁବ କରିଛି । ବିନା ପାଉଣାରେ ପିଲାମାନଙ୍କୁ ପାଠ ପଢାଇ ଚାଲିଛନ୍ତି । ଦିନେ କି ବର୍ଷେ ନୁହେଁ, ଦୀର୍ଘ ୭୫ ବର୍ଷ ଧରି ନିଜ ତପସ୍ୟାକୁ…

ଅବିଶ୍ୱସନୀୟ ଗାଁ, ଏଠି ବିନା ପୁରୁଷରେ ମହିଳା ହୁଅନ୍ତି ଗର୍ଭବତୀ !

ଭୁବନେଶ୍ୱର: ଖାସ କରି ଗାଁ ହେଉଛି ଏମିତି ଏକ ସ୍ଥାନ, ଯେଉଁଠି କିଛି ନା କିଛି ଅଜଣା କଥା, ପରମ୍ପରା ଓ ରହସ୍ୟମୟ ଘଟଣା ସାମ୍ନାକୁ ଆସିଥାଏ । କେନିଆର ଏକ ଅଖ୍ୟାତ ଗାଁ । ଏହି ଗାଁର ଏକ ଅବିଶ୍ୱସନୀୟ ଘଟଣା ସମସ୍ତଙ୍କୁ ତାଜୁବ କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ କେବଳ ମହିଳାମାନେ ହିଁ…

[ଭିଡିଓ] ବିରିଆନୀ ପାଇଁ ଦେଢ କି.ମି ଲମ୍ବା ଲାଇନ୍ !

କର୍ଣ୍ଣାଟକ: କରୋନା ସ୍ଥିତିରେ ଆପଣ ବିରିଆନୀ ପାଇଁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପସନ୍ଦ କରିବେ କି ? ଆମ ମଧ୍ୟରୁ ଅନେକ ଏହି ପ୍ରଶ୍ନର ଉତ୍ତର ନା ଦେବାକୁ ପସନ୍ଦ କରିବେ । ହେଲେ ଏପରି ବି କିଛି ଲୋକ ଅଛନ୍ତି, ଯିଏ କି ବିରିଆନୀ ପାଇଁ ଦେଢ କିମି ଲମ୍ବା ଲାଇନରେ ଛିଡା ହେବାକୁ…

୪୦୦ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରି ମୁଁ ଥକିପଡିଲିଣି !

ଆସାମ: ଶେଷକୃତ୍ୟ ସମ୍ପନ୍ନ କରିବା ସହଜ କଥା ନୁହେଁ । ହେଲେ ଯଦି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କଥା ଉଠେ, ସେଠି କଣ କରିବେ ଆପଣ? ଏହି ମାମଲାରେ କିନ୍ତୁ ପଛଘୁଂଚା ଦେଇନଥିଲେ ୪୩ ବର୍ଷୀୟ ରାମାନନ୍ଦ ସରକାର । ବିନା ଦ୍ୱିଧାରେ ସେ ୪୦୦ରୁ ଅଧିକ କରୋନା ସଂକ୍ରମିତଙ୍କ ଶେଷକୃତ୍ୟୁ…

ଗିରଫ ଆଇଏସ୍ ଆତଙ୍କବାଦୀ ଅବ୍ୱୁ ୟୁସୁଫର ମହାଖୁଲାସା !

ନୂଆଦିଲ୍ଲୀ: ବହୁ ତନାଘନା ପରେ ଗିରଫ ହୋଇଥିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ୟୁସୁଫ୍ । ତା ଟାର୍ଗେଟରେ ଥିଲା ଦିଲ୍ଲୀ ଓ ଉତ୍ତରପ୍ରଦେଶ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏହି ଆତଙ୍କବାଦୀକୁ ଗିରଫ କରିଥିଲା । ଗିରଫ ହେବା ପରେ ଆତଙ୍କବାଦୀ ୟୁସୁଫ ମୁହଁରୁ…

ଦୋଛକିରେ ମାଟ୍ରିକ୍ ଟପ୍ପର ସୌମ୍ୟଙ୍କ ଭବିଷ୍ୟତ !

ଅନୁଗୁଳ: ସୌମ୍ୟ ରଂଜନ ସାମନ୍ତ । ଘର ଅନୁଗୁଳ ତାଳଚେରର ରେମୁଁଆ ଅଂଚଳ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖିଛନ୍ତି । ଭବିଷ୍ୟତର ଆଇଏସ ହେବାକୁ ସ୍ୱପ୍ନ ଦେଖିଛନ୍ତିି । ହେଲେ ଅର୍ଥାଭାବ ତାଙ୍କ ଉଜ୍ୱଳ ଭବିଷ୍ୟତରେ ବାଧକ ସାଜିଛି । ସୌମ୍ୟଙ୍କ ବାପା ଜଣେ ଠିକା ଶ୍ରମିକ ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେବେ ଉନ୍ମୋଚନ ହୋଇଥିଲା ରାମାୟଣ ଷ୍ଟାମ୍ପ ?

ଭୂବନେଶ୍ୱର: ବହୁ ଅପେକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପାଇଁ ଚଳଚଂଚଳ ସାରା ଭାରତ । ନିମନ୍ତ୍ରିତ ଅତିଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଏପରି ସ୍ଥିତିରେ କିଛି ପୋଷ୍ଟାଲ୍ ଷ୍ଟାମ୍ପ ଯାହା ରାମାୟଣ ସହ ସଂପୃକ୍ତ, ତାହା…

ରହସ୍ୟ: ରାକ୍ଷୀ ସାଜିଛି ରାକ୍ଷସ !

ଉତ୍ତରପ୍ରଦେଶ: ଗତକାଲି ଥିଲା ରକ୍ଷା ବନ୍ଧନ । ସାନଠୁ ବଡ, ନିଜଠୁ ଆରମ୍ଭ କରି ଧରମ ଭାଇଙ୍କୁ ରାକ୍ଷୀ ବାନ୍ଧି ଅନେକ ଭଉଣୀ ଦିନଟିକୁ ଖୁସୀରେ କାଟିଥିଲେ । ପ୍ରତିବର୍ଷ ଲୋକେ ରକ୍ଷା ବନ୍ଧନ ପାଳି ଆସୁଥିଲାବେଳେ ଭାରତର ଏମିତି ବି ଏକ ସ୍ଥାନ ଅଛି ଯେଉଁଠି ରକ୍ଷା ବନ୍ଧନର ନାଁ ଶୁଣିବା ମାତ୍ରେ…

ଚାଲିଗଲେ ଋତୁ, ଛାଡିଗଲେ ସ୍ମୃତି…

ଭୁୁବନେଶ୍ୱର: ସବୁଦିନେ ସମସ୍ତଙ୍କୁ ଖବର ଦେଉଥିବା ଲୋକ ଆଜି ନିଜେ ଖବର ପାଲଟିଛି । ଆଉ ନାହାନ୍ତି ଋତୁ ଟହଲ । ଗତକାଲି ଏହି ଖବର ଓଡିଶା ଗଣମାଧ୍ୟମ ସଂସ୍ଥାରେ ଖେଳାଇଦେଇଥିଲା ଶୋକର ଛାୟ । ଗଣମାଧ୍ୟମ ଜଗତର ଜଣେ ଅତ୍ୟନ୍ତ ଭଦ୍ର ଚରିତ୍ର ଆମକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଉଚ୍ଚ ରକ୍ତଚାପରେ…

ଭାଇରାଲ ପୋଷ୍ଟମୋର୍ଟମ: ନିର୍ମାଣ କରିଛନ୍ତି ୬୦୦ ଡ୍ରୋନ୍‌, ହେଲେ ପ୍ରମାଣ କାହିଁ ?

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । କର୍ଣ୍ଣାଟକର ୨୨ ବର୍ଷୀୟ ଯୁବକ ପ୍ରତାପ ଏନ୍‌.ଏମ ନିଜକୁ ଭାରତର ସର୍ବ କନିଷ୍ଠ ଡ୍ରୋନ୍ ବୈଜ୍ଞାନିକ ରୂପେ ସ୍ୱତଃ ଘୋଷଣା କରିବା ସହ ଇ-ୱେଷ୍ଟରୁ ୬୦୦ ଡ୍ରୋନ୍ ନିର୍ମାଣ କରିଥିବା ନେଇ ଦାବି କରିଥିଲେ । ପ୍ରତାପଙ୍କ ଖବରକୁ ଡେକାନ୍ ହେରାଲ୍ଡ ଓ…