ଭରସା ତୁଟିଲା
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଯଦୁପୁର ଗାଁରେ ମନ୍ଦିର କଥା ବୁଝୁଛନ୍ତି ବାନାମ୍ବର ବାବୁ। ଗାଁ ଜନ୍ତାଳଠୁ ଆରମ୍ଭ କରି କାହାର ପୁଅ ଝିଅ ବାହାଘର ହେଉ ବା ଓପାସ ବାରବ୍ରତ। ସବୁକଥାରେ ବାନାମ୍ବରଙ୍କୁ ଖୋଜନ୍ତି ଲୋକେ। ଗାଁ ମନ୍ଦିରରେ ଭୋଗ ଲଗାଇବାଠୁ ଆରମ୍ଭ କରି ବିଭିନ୍ନ…