Latest Odisha News

BREAKING NEWS

ଧର୍ମ ସଙ୍କଟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବବ୍ରତ ଦଣ୍ଡପାଟ ଅପରାଧୀଟିଏ ଭଳି ଠିଆ ହୋଇଥାଏ ସଭା ମଝିରେ । ଗାଁ ପରିଚାଳନା ସମିତିର ସଭ୍ୟମାନେ ସେଦିନ ଗାଁ ସଭା ଡାକିଥିଲେ । ସଭାରେ କେବଳ ସମିତିର ସଦସ୍ୟମାନେ ନୁହଁନ୍ତି, ପୂରା ଗାଁଟା ଯାକର ଲୋକ ଏକାଠି ହୋଇଥିଲେ ଗାଁ ମଝିରେ । ଶହେ…

ପ୍ରତିଯୋଗିତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ଟୋକିଓ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ହାଇ ଜମ୍ପ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଁ ଯେଉଁ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେଲା ଏବଂ ଏଥିରେ ନିଜ ଖେଳୁଆଡ ମନୋଭାବକୁ ଯେଭଳି ଭାବେ ପ୍ରଦର୍ଶନ କଲେ କତାରର ମୁତାଜ୍ ଏସା…

ମଙ୍ଗୁଳୁର ଶଗଡ଼

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’  ବୁଲକ୍ କାର୍ଟ .. ଏହାର ମାନେ କଣ ବାବା ? ପ୍ରଥମ ଶ୍ରେଣୀରେ ପଢୁଥିବା ମୋ ଝିଅ ମୋତେ ପଚାରିଲା ଏ ପ୍ରଶ୍ନ । ତା ବହିରେ ଯେଉଁ ଚିତ୍ରଟି ଥିଲା, ସେଥିରୁ ସେ କିଛି ବୁଝିପାରୁନଥିଲା । କାରଣ ସେ ତ କେବେ ଶଗଡ଼ ଦେଖିନି । ତା ଛଡ଼ା ଏବେ ଆମ…

ମତେ ଠକି ଦେଇଥିଲ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ସେତେବେଳେ ମାତ୍ର ପାଞ୍ଚ ବର୍ଷର ହୋଇଥିଲା ଶାନ୍ତନୁ । ପ୍ରଥମ ଶ୍ରେଣୀରେ ପଢୁଥାଏ । ତିନି ଚାରି ବର୍ଷରୁ ହିଁ ବିଛୁଆତିଟାଏ ଶାନ୍ତନୁ। ସିଏ ଯାହା ବୁଝିଥିବ ସେଇଆ । ବ୍ରହ୍ମା କହିଲେ ବି ଶୁଣିବାର ନାହିଁ । ନିଜ ଇଛାର ମାଲିକ ସିଏ । ଥରେ…

ବାଟ ହୁଡ଼ି ଦେଲା ପରେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  କାଶ୍ମୀରର ସେଓ ବାଗାନରେ ଦିନ ମଜୁରିଆ ଭାବେ କାମ କଲାବେଳେ ବଡ଼ ଆନନ୍ଦ ମିଳୁଥିଲା । ଜୀବନରେ ଥରେ ଅଧେ କେବେ ଯଦି କୌଣସି ପୂଜାପର୍ବାଣୀରେ ସେଓ ଖଣ୍ଡେ କିଏ ଦେଇଥିବ, ତାକୁ ଖାଇଥିବ ସେ । ହେଲେ ଏବେ ଆଖି ଆଗରେ ପାହାଡ଼ ଭଳି ଗଦା ହୋଇଛି…

ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ

କାଳ କାଳର କଷାୟ କଳ୍ମଷ, କୁତ୍ସିତ କୁକର୍ମର କଳଙ୍କ କବଳିତ କରିଛି କରୋନା ରୂପରେ । କଷାଘାତ ତାର ଏତେ ତୀକ୍ଷ୍ଣ ପ୍ରହାର କରୁଛି ଯେ, ବିକଶିତ, ଅବିକଶିତ, ଅର୍ଦ୍ଧବିକଶିତ ସମସ୍ତେ ହାହାକାର କରୁଛନ୍ତି । ସମଗ୍ର ବିଶ୍ୱରେ ଶୁଭୁଛି ଏକ ଅଭୂତପୂର୍ବ ଆର୍ତ୍ତଚିତ୍କାର । ଚତୁର୍ଦିଗେ କେବଳ ଗୋଟିଏ…

ତାରାଚାନ୍ଦ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ପୁଅ ବେଦି ଉପରେ ବସିଛି । ହାତଗଣ୍ଠି ପଡ଼ିସାରିଲାଣି । ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ଚାଲିଛି । ଏବେ ବେଦି ଉପରେ ବନ୍ଦାଣ ପଡ଼ିବ । ପରିବାରର ବରିଷ୍ଠ ମହିଳାମାନେ ହୁଳହୁଳି ପକାଇ ପୁଅ ବୋହୂକୁ ବନ୍ଦାପନା କରୁଛନ୍ତି । ମହୁରିଆ ମହୁରୀ…

ଅଭିମାନୀ ଅବଧେଶ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ଗାଁର ଅଧିକାଂଶ ଲୋକଙ୍କ ସହିତ ତାର କୌଣସି ସମ୍ପର୍କ ନାହିଁ । ସେ ନିଜ ଦୁନିଆ ଭିତରେ ନିଜେ ଥାଏ । କେବେ କେମିତି କାଁ ଭାଁ ଇଚ୍ଛା ହେଲେ ଜଣେ ଅଧେ ଲୋକଙ୍କ ସହିତ କଥାହୁଏ ଅବଧେଶ ଆଚାରୀ। ତା ପୂର୍ବପୁରୁଷଙ୍କ କୁଆଡ଼େ ବହୁତ ସୁନା ଥିଲା…

ଚାମ୍ପିଅନ୍

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ସେଦିନ ପିଲାମାନେ ଗାଁ ସ୍କୁଲ ପଡ଼ିଆରେ କ୍ରିକେଟ୍ ଖେଳୁଥିଲେ । ଅଧିକାଂଶଙ୍କ ବୟସ ଏଇ ତେରରୁ ଷୋହଳ ବର୍ଷ ଭିତରେ । ମାନେ ସିଧାଭାଷାରେ କହିଲେ, ନବମ ଶ୍ରେଣୀରୁ ପ୍ଲସ୍ ଟୁ ଭିତରେ ସମସ୍ତେ ପଢୁଛନ୍ତି । ସେମାନଙ୍କଠୁ ବଡ଼ ପିଲା ଆଉ କେହି…

ଦେବଙ୍କ ଗହଣେ ଦେବସ୍ନାନ

ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା । ଶାସ୍ତ୍ରଜ୍ଞଙ୍କ ମତରେ ଏହି ପବିତ୍ର ତିଥି ଉଦୟା ପୂର୍ଣ୍ଣିମା ବା ଉଦୟବ୍ୟାପିନୀ ପୂର୍ଣ୍ଣିମା ଭାବେ ବି ପରିଚିତ । ତେବେ ଲୋକାଚାରରେ ଏବଂ ଧର୍ମାଚାରରେ ଏହି ପାବନ ଦିନଟି ଦେବସ୍ନାନ ପୂର୍ଣ୍ଣିମା ରୂପେ ଅତି ପ୍ରଚଳିତ । ଏହି ତିଥିଟି ଦେବତାମାନଙ୍କ ସ୍ନାନ…