Latest Odisha News

BREAKING NEWS

କର୍ଣ୍ଣାଟକରେ ତିନୋଟି ଆସନରେ ଜିତିଲା ବିଜେପି, କଂଗ୍ରେସ ଗୋଟିଏ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନ ପାଇଁ ହୋଇଥିଲା ମତଦାନ । ନିର୍ବାଚନରେ ​​ବିଜେପି ୪ଟି ସିଟ୍ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି। ଏଥିସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଦଳ ଜେଡିଏସ ପ୍ରାର୍ଥୀ ହାରିଛନ୍ତି।…

ପଶ୍ଚିମବଙ୍ଗରେ କାହିଁକି ହାରିଲା ବିଜେପି ? ବର୍ଷେ ପରେ ନଡ୍ଡା କହିଲେ କାରଣ

କୋଲକାତା: ପଶ୍ଚିମବଙ୍ଗରେ ସରକାର ଗଢ଼ିବ ବୋଲି ବିଜେପି ହୁଙ୍କାର ଦେଇଥିଲା। ଆଉ ଏଥିପାଇଁ ବିଜେପି ତାର ସମସ୍ତ ହେବିଓ୍ୱେଟଙ୍କୁ ମଧ୍ୟ ଲଗାଇଥିଲା। ହେଲେ ନିର୍ବାଚନ ଫଳାଫଳରେ ଦାବି ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲା ବିଜେପି। ଏବେ ଆଗକୁ ସାଧାରଣ ନିର୍ବାଚନ ରହିଛି। ତେଣୁ ବିଜେପିର ଶୀର୍ଷ…

ନୂପୁର ଶର୍ମା ବିବାଦ, ସତର୍କ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବୟାନ ଉପରେ ବିଦେଶ ପରେ ଦେଶରେ ବଢୁଛି ବିବାଦ। ଏହାକୁ ନେଇ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ସମତେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୁସଲିମ ବର୍ଗ। ଅନ୍ୟପଟେ ଆଲକାଏଦା ଦେଶର ଚାରି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ…

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରେ ଜିତିଲା କଂଗ୍ରେସ, ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ବାଟ ଓଗାଳିଲେ ଏହି…

ଜୟପୁର: ରାଜସ୍ଥାନରେ ଚାରି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ଗୋଟିଏ ଆସନରେ ଏବଂ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହେବା ସୁନିଶ୍ଚିତ ଥିଲା। କିନ୍ତୁ କଂଗ୍ରେସର ଜଣେ ପ୍ରାର୍ଥୀ ଏବଂ ଆଉ ଜଣେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ଜି ମିଡିଆର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ରାଙ୍କ ମଧ୍ୟରୁ କିଏ ଯିବ…

ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି

ପାଟଣା: ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଜେଡିୟୁ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଏହି…

ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ମାଲେସିଆ ଆଣୁଛି ନୂଆ ନିୟମ

କୁଆଲାଲାମପୁର: ମାଲେସିଆରେ ଉଚ୍ଛେଦ ହେବ ମୃତ୍ୟୁ ଦଣ୍ଡ । ସରକାର ବାଧ୍ୟତାମୂଳକ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏବେ ଯେଉଁମାନେ ଅପରାଧ ଅନୁଯାୟୀ ଦଣ୍ଡ ପାଇବେ । କିନ୍ତୁ ମୃତ୍ୟୁ ଦଣ୍ଡ ପାଇବେ ନାହିଁ । ଦେଶର ବିଚାରପତିଙ୍କୁ ମୃତ୍ୟୁ ଦଣ୍ଡର ବିକଳ୍ପ…

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ବେଳେ ଦଳୀୟ ସମର୍ଥକ ତଦନ୍ତକାରୀ ସଂସ୍ଥା ବିରୋଧରେ ଦେବେ ନାରାବାଜି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ତେବେ ଏହି ସମୟରେ ଦଳର ସମସ୍ତ ସାଂସଦ, ବିଧାୟକ ଆଦି ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଓ ଇଡି ବିରୋଧରେ ନାରାବାଜି କରିବେ ବୋଲି ଜଣାପଡିଛି । ଉଭୟ ଲୋକସଭା…

କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ ଅଧିକ ଟେଷ୍ଟ କରାଅ: କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ସଂକ୍ରମଣର ନୂଆ କିମ୍ବା କ୍ଲଷ୍ଟର ରିପୋର୍ଟ ଆସୁଥିବା ଅଞ୍ଚଳରେ ଅଧିକରୁ ଅଧିକ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ଏବଂ ଏହି ରୋଗର ମୁକାବିଲା ପାଇଁ ପାଇଁ ପଞ୍ଚମୁଖୀ ରଣନୀତି ଅନୁସରଣ କରିବାର…

ବଢ଼ୁଛି କରୋନା ସଂକ୍ରମଣ, ଆସିବ କି ଚତୁର୍ଥ ଲହର ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରଣଣ ବଢ଼ୁଛି । ଗୁରୁବାର ଦେଶରେ ୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବିଶେଷଜ୍ଞ କହି ଦେଇଛନ୍ତି ଯେ ଯଦି କୌଣସି ନୂଆ କରୋନା ଭାରିଆଣ୍ଟ ଚିହ୍ନଟ ନହୁଏ ତେବେ ଦେଶରେ ଚତୁର୍ଥ ଲହର…

ଜୁନ ୧୬ ଯାଏଁ ତାତିରୁ ନାହିଁ ନିସ୍ତାର: ଆଇଏମଡି

ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁସାରିବା ପରେ ସାରା ଦେଶରେ ଲୁଚକାଳି ଖେଳୁଛି । ପୂର୍ବ ରେକର୍ଡ ଅନୁଯାୟୀ କେରଳରେ ମୌସୁମୀ ଛୁଇଁବା ପରେ ସାରା ଦେଶରେ ଆଉ ପନ୍ଦର ଦିନ ମଧ୍ୟରେ ମୌସୁମୀ ଛୁଇଁବା କଥା । ହେଲେ ସାରା ଦେଶରେ ଏବେ ବି ଅସହ୍ୟ ଗରମ ଜାରି ରହିଛି। ଏହାରି ଭିତରେ ରଜ ପରେ ଅର୍ଥାତ ଜୁନ୍…