ସ୍ୱଳ୍ପ ଗଳ୍ପ : ତକିଆ ତଳର ବହି
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୧
କାହାକୁ ଏଇଠି କିଛି ବୁଝାଇବାର ଆବଶ୍ୟକତା ପଡିବ ନାହିଁ ଯେ ଜଣକର ତକିଆ ତଳରେ ଯେଉଁ ବହିଟି ସାଧାରଣତଃ ରହିଥାଏ ତାହା ତାହାର ଅତ୍ୟନ୍ତ ପ୍ରିୟତମ ବହି। ତାହା କେବଳ ପ୍ରିୟତମ ନୁହଁ ସବୁଠୁ ଗୋପନୀୟ ବି। ନିଜର ବିଶ୍ରାମ କାଳରେ ବି…