Latest Odisha News

BREAKING NEWS

କେନ୍ଦୁଝରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ, ୧୬୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା । ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ…

ପ୍ରଳୟଙ୍କରୀ ‘ଫନୀ’ କୁ ବର୍ଷେ; ଆଜିବି ଲିଭିନି ମନରୁ ସେ ଭୟଙ୍କର ଦୃଶ୍ୟ

ଭୁବନେଶ୍ୱର: ଆଜିକୁ ଠିକ ବର୍ଷେ ବିତିଯାଇଛି ପ୍ରଳୟଙ୍କରୀ ବାତ୍ୟା ଫନୀକୁ ।୨୦୧୯ ମେ' ମାସ ତିନି ତାରିଖ,କଥା ମନେ ପଡିଲେ ଆଜି ଦେହ ଶୀତେଇ ଉଠେ, ଛାତି ଭିତରେ ଗୋଟିଏ ଅଜଣା ଭୟ ଉଙ୍କିମାରି ଉଠେ । ମନଙ୍କୁ ଆମୋଦିତ କରିଥିବା ପବନ ଯେ ଏତେ ଭୟଙ୍କର ହୋଇପାରେ ତାହା ସେହି ଦିନ ଛାତିଥରା ଦୃଶ୍ୟକୁ…

ବଲାଙ୍ଗିର ଛୁଇଁଲା କରୋନା: ରାଜ୍ୟରେ ୧୪୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି ମହାମାରୀ କରୋନା । ଶୁକ୍ରବାର ଦିନ ରାଜ୍ୟରେ ଆଉ ୪ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏଥର କରୋନା କବଳକୁ ଆସିଛି ଓଡ଼ିଶାର ବାଲାଙ୍ଗୀର ଜିଲ୍ଲା। ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇ…

କାହିଁକି ଓ କେବେଠୁ ପାଳନ ହୁଏ ଶ୍ରମିକ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ମେ ମାସ ପହିଲା ହେଉଛି ବିଶ୍ୱ ଶ୍ରମିକ ଦିବସ ବା ମଇ ଦିବସ । ପୃଥିବୀର ଅନ୍ୟାନ୍ୟ ଦେଶରେ ଏହା ଆନ୍ତର୍ଜାତିକ ଶ୍ରମ ଦିବସ ନାମରେ ମଧ୍ୟ ପାଳିତ ହୁଏ । ବିଗତ ୧୩୨ ବର୍ଷ ହେଲା ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା…

ଆଖି ବୁଜିଲେ ବଲିଉଡର ଦିଗଜ୍ଜ ଅଭିନେତା ରିଷି କପୁର

ମୁମ୍ବାଇ: ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁର । ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ବିଳମ୍ୱିତ ରାତିରେ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୬୭ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ ରୋଗରେ ପୀଡିତ…

ଅଣାୟତ୍ତ ହେଉଛି କରୋନା: ଭାରତରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୧,୩୩୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ…

ଓଡ଼ିଶାର ୬୧ ନମ୍ବର ଆକ୍ରାନ୍ତ ସୁପର ସ୍ପ୍ରେଡର୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ୩୧ ନମ୍ବର ପଜିଟିଭ ସୁପର ସ୍ପେଡର ଭାବେ ଚିହ୍ନଟ ହୋଇଥିଲେ । ଏବେ ଓଡ଼ିଶାରେ ମଧ୍ୟ ଏହିଭଳି ଏକ ସୁପର ସ୍ପ୍ରେଡର୍ ସାମ୍ନାକୁ ଆସିଛ। ଓଡ଼ିଶାର ଏହି ସୁପର ସ୍ପେଡର ହେଉଛନ୍ତି ୬୧ ନମ୍ବର କରୋନା ପଜିଟିଭ। ୫୩ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଏପର୍ଯ୍ୟନ୍ତ ନିଜ…

ସ୍ୱାଭିମାନି ଓଡ଼ିଆ ଜାତିର ପ୍ରମୁଖ ମନ୍ତ୍ରଦାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ଜନ୍ମତିଥି

ଭୁବନେଶ୍ୱର: ଓଡିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ମଧୁସୂଦନ ଦାସ ଏକାଧାରରେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା , ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା; ଲକଡାଉନ ବଢାଇବା ସପକ୍ଷରେ ୬ ରାଜ୍ୟ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଲକଡାଉନ ଅବଧି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ରାଜ୍ୟଗୁଡ଼ିକ ଲକଡାଉନ ର ସମ୍ପ୍ରସାରଣକୁ ସମର୍ଥନ କରୁଛନ୍ତି କି ନାହିଁ ତାହା ସମୀକ୍ଷା କରିବା ଥିଲା…

୫୦ ବର୍ଷକୁ ହ୍ରାସ କରାଯାଇଛି ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା ୬୦ ବର୍ଷରୁ ହ୍ରାସ କରି ୫୦ବର୍ଷ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଥିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାର ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ପ୍ରକାଶ ପାଇଥିବା ଏହି ଖବରକୁ ସରକାରଙ୍କ ପକ୍ଷରୁ ଦୃଢ଼ ଭାବେ…