ଶ୍ରୀମନ୍ଦିରରେ ‘ବାମନ ଜନ୍ମ’ ନୀତି; ବୁଧବାର ୬ ଘଣ୍ଟା ପାଇଁ ଦର୍ଶନ ବନ୍ଦ
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ବୁଧବାର ଦିନ 'ବାମନ ଜନ୍ମ ନୀତି' ପାଳନ ହେବାକୁ ଥିବାରୁ ଭକ୍ତମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଛଅ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ସୂଚନା ଦେଇଛି।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା…