ଗୋଆର ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ସିନେମା ବାଘୁଣୀର ଐତିହାସିକ ସଫଳତା
ଭୁବନେଶ୍ବର: ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ର ବିଶ୍ୱସ୍ତରୀୟ ମଞ୍ଚରେ ଇତିହାସ ରଚିଲା ଓଡ଼ିଆ ସିନେମା ବାଘୁଣୀ । ତେବେ ଏହା ପ୍ରଥମ ଓଡିଆ ସିନେମା ଅଟେ, ଏପରି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ଗୋଆର ଅନ୍ତର୍ଜାତୀୟ ବଜାର ଓ ବିଶ୍ୱ ସିନେମା…