Latest Odisha News

BREAKING NEWS

ସୋସିଆଲ ମିଡିଆ ଲାଇଭକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳରେ ଏକ ଫେସବୁକ୍ ଲାଇଭ୍ ଭିଡିଓକୁ କେନ୍ଦ୍ର କରି ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଛି। ଏହି ସଂଘର୍ଷରେ ପାଞ୍ଚ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବକ ଫେସବୁକ୍‌ରେ…

ସର୍ବଦଳୀୟ ବୈଠକ ଶେଷ: MMDR ସଂଶୋଧନକୁ ନେଇ ଗୃହ ସରଗରମ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି।…

ଟାଇମ୍ସ ସ୍କଲାର୍ସ ଗୁରୁକୁଳରେ ‘Drivers Dignity Day’, ଚାଳକଙ୍କୁ ଉପହାର ଦେଇ ସମ୍ମାନିତ

ଭୁବନେଶ୍ୱର: ଟାଇମ୍ସ ସ୍କଲାର୍ସ ଗୁରୁକୁଳ ରେ Drivers Dignity Day ପାଳନ କରାଯାଇଛି। ଏହି ଉତ୍ସବରେ ଚାଳକ ମାନଙ୍କର ଦାୟିତ୍ୱବୋଧ ଏବଂ ନିଷ୍ଠାପର କାର୍ଯ୍ୟ ପାଇଁ ସ୍କାଉଟ୍ସ /ଗାଇଡ୍ସ ତରଫରୁ ବିଦ୍ୟାଳୟର ଅଧ୍ୟକ୍ଷା ସେମାନଙ୍କୁ ପୁଷ୍ପଗୁଛ ଓ ଛୋଟ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଛି।…

ମହାପ୍ରଭୁଙ୍କ ଆଶିଷ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁଙ୍କ ଆଶିଷ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ନିଜ ପରିବାର ସହିତ ଶ୍ରୀମନ୍ଦିର ଆସିଥିଲେ। ସିଂହଦ୍ୱାର ଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ସେବାୟତ। ରତ୍ନସିଂହାସନରେ…

ସରକାରୀ କ୍ୱାର୍ଟର୍ସରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥିବା ଏକ ରେଞ୍ଜ୍ ଅଫିସ୍‌ର ସରକାରୀ କ୍ୱାର୍ଟର୍ସ ଭିତରେ ଜଣେ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକଙ୍କ ପରିଚୟ ବ୍ୟାସଦେବ ସାହୁ (୫୯) ଭାବେ ଚିହ୍ନଟ କରାଯାଇଛି। ଯିଏକି ବଲାଙ୍ଗୀରର ଠିକାଦାରପଡ଼ା ରେଞ୍ଜ୍‌ରେ ଫରେଷ୍ଟର ଭାବେ କାର୍ଯ୍ୟରତ…

ଜେଲ୍ ଗଲେ ଜେଲ୍ ଅଧୀକ୍ଷକ…

କଟକ: ଗତ ବର୍ଷ ଚୌଦ୍ୱାର ସର୍କଲ ଜେଲରୁ ଦୁଇଜଣ କଏଦୀ ଫେରାର ହେବା ଘଟଣା ପରେ ଜେଲ୍ ରେକର୍ଡରେ ହେରଫେର୍ କରିବା ଅଭିଯୋଗରେ ଚୌଦ୍ୱାର ସର୍କଲ ଜେଲର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱରର ଶହୀଦ ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ…

ଭୁଶୁଡ଼ି ପଡ଼ିଲା ସୁନା ଖଣି; ୧୧ ମୃତ, ୩୦ ଆହତ

ଖାର୍ତୁମ୍: ଉତ୍ତର-ପୂର୍ବ ସୁଡାନରେ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ଏଥିସହିତ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଲୋକଙ୍କ ସନ୍ଧାନ ଜାରି ରହିଛି। ରାଷ୍ଟ୍ରାୟତ୍ତ ସୁଡାନ୍ …

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଏସବୁ ଜିଲ୍ଲାରେ…

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାକୁ ଲାଗି ରହିଥିବା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଏହା ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି କରିପାରେ। ଏହି ଲଘୁଚାପ କ୍ଷେତ୍ରଟି…

ଇରାନ ଉପରେ ହୋଇପାରେ ଘାତକ ଆକ୍ରମଣ, ଟ୍ରମ୍ପ କହିଲେ ଧ୍ୱଂସ କରିଦେବି…

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ପୁଣିଥରେ ହେବାର ଆଶଙ୍କା ବଢ଼ୁଛି। ଦୁଇ ପକ୍ଷ ମଧ୍ୟରେ ବକବିତଣ୍ଡା ତୀବ୍ର ହୋଇଛି। ଟ୍ରମ୍ପ ଇରାନକୁ ମାନଚିତ୍ରରୁ ପୋଛି ଦେବାକୁ ଧମକ ଦେଇଥିବା ବେଳେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ ଆମେରିକାକୁ ଏକ ଖୋଲା ଚ୍ୟାଲେଞ୍ଜ…

‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ କ୍ରିକେଟ୍ ପଞ୍ଚମ କ୍ରୀଡ଼ା…