ସବୁବେଳେ ବିଜେପି ସରକାର ରହିବେନି, ଦିନେ ନା ଦିନେ ମୁଁ ପ୍ରତିଶୋଧ ନେବି: ମମତା
କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚାରୋଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏବେ ଆଉ ବାକି ରହିଛି ୩ ପର୍ଯ୍ୟାୟ ମତଦାନ । ଏହାରିଭିତରେ ରାଜନୈତିକ ଦଳ ଏବଂ ନେତାମାନେ ପରସ୍ପରକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ…