Latest Odisha News

BREAKING NEWS

‘ହିନ୍ଦୁଙ୍କ ଚିନ୍ତା ନିଶ୍ଚୟ କରିବି; କାରଣ ଭୂମି ଛୋଟ ହେବାରେ ଲାଗିଛି, ଜନସଂଖ୍ୟା ବୃଦ୍ଧି ପାଉଛି’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ଏକ ବୟାନ ସାମ୍ନାକୁ ଆସିଛି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ରିପୋର୍ଟ ଉପରେ ଉନ୍ନାଓର ବିଜେପି ପ୍ରାର୍ଥୀ ତଥା ସାଂସଦ ସାକ୍ଷୀ ମହାରାଜ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ବିଜେପି ନେତା କହିଛନ୍ତି ଯେ,…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ କହିଲେ ଯାହାର ୨ଟି ପତ୍ନୀ ତାକୁ କଂଗ୍ରେସ ଦେବ ୨ ଲକ୍ଷ

ଭୋପାଳ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରତଲାମାର କଂଗ୍ରେସ ଲୋକସଭା ପ୍ରାର୍ଥୀ କାନ୍ତିଲାଲ ଭୂରିୟା ଗୁରୁବାର ପ୍ରଚାର ଅବସରରେ ଏ ଭଳି ଏକ ବୟାନ ଦେଇଛନ୍ତି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେ କହିଛନ୍ତି ଯାହାର ୨ଟି ପତ୍ନୀ ତାଙ୍କୁ କଂଗ୍ରେସ ପକ୍ଷରୁ ପ୍ରତିବର୍ଷ ୨ ଲକ୍ଷ…

‘ମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ ରେ ପରିଣତ ହୋଇଛି’

ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଏବେ ସରଗରମ ରାଜନୈତିକ ମାହୋଲ । ସବୁଦଳ ପରସ୍ପର ଉପରେ ଏବେ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦ । ସେ କହିଛନ୍ତି ଯେ, ୧୦ ବର୍ଷର ବିଜେପି ଶାସନରେ ସମଗ୍ର…

‘ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ…

ଲକ୍ଷ୍ନୌ ଅଧିନାୟକ ଦାୟିତ୍ୱରୁ ଓହରିଲେ ରାହୁଲ !

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ଲେ ଅଫ ପ୍ରବେଶ ଆଶା କଠିନ ହୋଇଯାଇଛି । ବୁଧବାର ସନରାଇଜର୍ସ ବିପକ୍ଷ ମୁକାବିଲାରେ ଦଳ ଶୋଚନୀୟ ଭାବେ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏହା ପରେ ଲକ୍ଷ୍ନୌ ଫ୍ରାଂଚାଇଜରର ମାଲିକ ପଡିଆରେ ଅଧିନାୟକ କେଏଲ ରାହୁଲଙ୍କ ଉପରେ ଅସନ୍ତୁୂଷ୍ଠ…

‘ଭକ୍ତମାନେ ଶ୍ରୀମନ୍ଦିରରେ ନଥିବା ସମୟରେ ହିଁ ରତ୍ନଗଣତି ପ୍ରକ୍ରିୟା ସହଜ ହେବ’

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ରତ୍ନଗଣତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଦ୍ୱିତୀୟ ହାଇଲେବଲ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ହାଇଲେବଲ୍ କମିଟିର…

ନାମାଙ୍କନ ଦାଖଲ ବେଳେ ପ୍ରଶାନ୍ତ ଓ ଅରିନ୍ଦମଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା

କଟକ: କଟକ ଜିଲ୍ଲା ସାଲେପୁର ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନେତା ତଥା ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ସେହିପରି ଏହି ଆସନ ପାଇଁ ବିଜେଡି ତରଫରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ବେହେରା। ସେମାନେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ…

ଭାରତରେ କମିଛି ହିନ୍ଦୁ ଜନସଂଖ୍ୟା; ଇଏସି-ପିଏମ

ନୂଆଦିଲ୍ଲୀ: ୧୯୫୦ରୁ ୨୦୧୫ ଭିତରେ ଭାରତରେ ହିନ୍ଦୁ ଜନସଂଖ୍ୟା କମିଛି । ଏମିତି କିଛି ରିପୋର୍ଟ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଇଏସି-ପିଏମ । ୧୯୫୦ରୁ ୨୦୧୫ ଭିତରେ ହିନ୍ଦୁ ଜନସଂଖ୍ୟା ୮୪.୬୮ ପ୍ରତିଶତରୁ ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି । ପ୍ରାୟ ୭.୮୨ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ…

ଗଣମାଧ୍ୟମ ସ୍ବାଧୀନତା ବିପଦରେ, ପ୍ରଥମ ୩୧ ଦେଶ ଭିତରେ ଭାରତ ସାମିଲ

ନୂଆଦିଲ୍ଲୀ: ରିପୋଟର୍ସ ୱିଦଆଉଟ ବଡର୍ସ(ଆରଏସଏଫ) ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କର ୨୧ତମ ସଂସ୍କରଣ ଜାରି କରିଛି। ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ତଥା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୫୯ ରହିଛି । ବିଗତ କିଛି ବର୍ଷର ରିପୋର୍ଟ ଦେଖିଲେ ଭାରତର…

ପ୍ରାର୍ଥୀପତ୍ର ଦାଖଲ କଲେ କୋରାଇର ବିଜେଡି ବିଧାୟିକା ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ

ଯାଜପୁର: ନାମାଙ୍କନ ଭରିଲେ ସଂଧ୍ୟାରାଣୀ ଦାସ । ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ । ଏହା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା କରି ନିଜର ହଜାର ହଜାର ସମର୍ଥକଙ୍କ ସହ…