Latest Odisha News

BREAKING NEWS

ନାମାଙ୍କନ ଦାଖଲ କଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ

ସାଲେପୁର: ପ୍ରାର୍ଥୀପତ୍ର ଦାଖଲ କଲେ ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ ।…

୫୬.୪ ପ୍ରତିଶତ ରୋଗର କାରଣ ହେଉଛି ଅନହେଲଦି ଡାଏଟ

ନୂଆଦିଲ୍ଲୀ: ଅନହେଲଦି ଡାଏଟ ବା ଅସ୍ବାସ୍ଥ୍ୟକର ଖାଦ୍ୟ ଦେଶର ୫୬.୪ ପ୍ରତିଶତ ରୋଗର କାରଣ । ଏନେଇ ଆଇସିଏମଆର ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ଆଇସିଏମଆର ଦ୍ଵାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ଏବଂ ମେଦବହୁଳତା ଏବଂ…

ସରଗରମ ସୁବର୍ଣ୍ଣପୁର ରାଜନୀତି; ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଆପଣଉଛନ୍ତି ବିଭିନ୍ନ ପନ୍ଥା

ସୁବର୍ଣ୍ଣପୁର: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଦଳୀୟ ଶିବିର l ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ବାତ୍ତାବରଣ ଏଵେ ବେଶ ସରଗରମ ହୋଇ ଉଠିଛି l ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ନାମାଙ୍କନ ପାତ୍ର…

ବିଏମସିର କଡା ଆଭିମୁଖ୍ୟ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ କଟିବ ଦରମା

ଭୁବନେଶ୍ଵର: ଏଣିକି ଅଫିସ୍‌‌ ବିଳମ୍ବରେ ଆସିଲେ କଟିବ ଦରମା। ବିଏମସି କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ କଟିବ ଦରମା। କାର୍ଯ୍ୟରେ ଅବହେଳା ଯୋଗୁଁ ବିଏମସି ଏହି ନିଷ୍ପତ୍ତି ନେଇଛି। ଦରମା କାଟିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି। ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ…

ସଲମାନ ଅଭିନୀତ ସିକନ୍ଦରରେ ହୀରୋଇନ ହେବେ ରଶ୍ମିକା

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଆଗାମୀ ଫିଲ୍ମ ସିକନ୍ଦର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ଆରମ୍ଭ ହୋଇଛି । ସଲମାନଙ୍କ ଟାଇଗର ୩ ଫିଲ୍ମ ବକ୍ସ ଅଫିସରେ ସେ ଭଳି କିଛି କମାଲ କରିପାରି ନ ଥିଲା । ଏହା ପରେ ସେ ଗଜନୀ, ହଲିଡେ ଫେମ ନିର୍ଦ୍ଦେଶକ ଏକଆର ମୁରୁଗୁଦାସଙ୍କ ସିକନ୍ଦର ଫିଲ୍ମ ସାଇନ…

‘ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ’… କନିଷିରେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କଲେ ନବୀନ

ଗୋପାଳପୁର: ନିର୍ବାଚନକୁ ମାତ୍ର ଆଉ ଦିନ କେଇଟା ବାକି ଥିବା ବେଳେ ଜୋରସୋରରେ କମ୍ପୁଛି ପ୍ରଚାର ମଇଦାନ । ଏହାରିଭିତରେ ଗଞ୍ଜାମ ଜିଲ୍ଲା କନିଷିଠାରେ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି…

ଚେକିଂ ବେଳେ ଜବତ ହେଲା ୮ କୋଟି

ଗରିକାପାଦୁ: ଆନ୍ଧ୍ରପ୍ରଦେଶର ଏକ ଚେକ୍ ପୋଷ୍ଟରୁ ଜବତ ହେଲା ନଗଦ ୮ କୋଟି ଟଙ୍କା । ଗରିକାପାଦୁ ଚେକ୍ ପୋଷ୍ଟରେ ପାଇପ୍ ଲୋଡ୍ ହୋଇ ଯାଉଥିବା ଟ୍ରକରେ ଚେକିଂ ବେଳେ ଏନଟିଆର ଜିଲ୍ଲା ପୁଲିସ ବିଡ଼ା ବିଡ଼ା ଟଙ୍କା ବଣ୍ଡଲ ଜବତ କରିଛି । ଟ୍ରକରେ ସ୍ୱତନ୍ତ୍ର କ୍ୟାବିନରେ ଟଙ୍କା ଭର୍ତ୍ତି କରି…

ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିଲା  । ଏବେ ଏହି ତାତିରୁ ମିଳିବ  ଆଶ୍ୱସ୍ତି । ଗତକାଲି  କାଳବୈଶାଖୀ ବର୍ଷା  ପାଇଁ ତାତିରୁ କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି  । ସେହିପରି ରାଜ୍ୟରେ ଆସନ୍ତା ୧୨ ତାରିଖ ଯାଏ…

ମୁହଁ ଖୋଲିଲେ ଆକାଶ ଆନନ୍ଦ, କହିଲେ ‘ଶେଷ ନିଃଶ୍ୱାସ ଯାଏ ଲଢ଼ିବି…’

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏସବୁ…

ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଡାଉ, ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ଭୁବନେଶ୍ଵର: ଆଗକୁ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ସରକାରଙ୍କ ସମସ୍ତ ବିଭାଗ । ସ୍ଵଚ୍ଛ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହାରିଭିତରେ ଭୁବନେଶ୍ଵରର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଭୁବନେଶ୍ଵର ବୁଦ୍ଧେଶ୍ଵରୀ କଲୋନୀରେ ରହୁଥିବା ଜଣେ…