Latest Odisha News

BREAKING NEWS

ରୋଷେଇ ଏବଂ ଘରୋଇ ବ୍ୟବହୃତ ସାମଗ୍ରୀରେ ରହିଛି କ୍ୟାନସର କାରକ!

ନୂଆଦିଲ୍ଲୀ: କର୍କଟ ଏକ ସାଧାରଣ ରୋଗ ହୋଇଗଲାଣି। ବିଶ୍ୱସ୍ତରରେ ଏହି ମାରାତ୍ମକ ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜୀବନଶୈଳୀର କାରଣ ଯେପରିକି ଖାଦ୍ୟ, ନିଷ୍କ୍ରିୟତା ଏବଂ ପ୍ରଦୂଷିତ ପରିବେଶର ସଂସ୍ପର୍ଶରେ ଆସିବା କର୍କଟ ରୋଗର ପ୍ରାଥମିକ କାରଣ ଅଟେ। ଜାତୀୟ ଗଣମାଧ୍ୟମ…

ପଇସା ପାଇଁ ପୁତୁରାକୁ ହତ୍ୟା କଲା କାକା! ସପ୍ତାହକ ପରେ ଅଭିଯୁକ୍ତ ଗିରଫ

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଗ୍ରାମର ଜଣେ ନିଖୋଜ ୧୫ ବର୍ଷୀୟ ବାଳକକୁ ଅପହରଣ ଓ ହତ୍ୟା ଅଭିଯୋଗରେ ଟିଟିଲାଗଡ଼ ପୁଲିସ ସମ୍ପର୍କୀୟ କାକା ରୋହନ ବାଗକୁ ଗିରଫ କରିଛି। ସେ ପୁତୁରାକୁ ଅପହରଣ କରିବା ପରେ ଏକ ବେନାମୀ ଚିଠି ଲେଖି ପରିବାର ଠାରୁ ୨.୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା।…

ଏପରି ଗାଁ, ଯେଉଁଠି ସ୍ଵାଧିନତାର ୭୬ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଲୋକେ ଦେଇନାହାଁନ୍ତି ଭୋଟ

ରାୟପୁର: ଆମ ଦେଶ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୬ ବର୍ଷ ବିତିଗଲାଣି । ଏଥିସହ ଆମେ ୧୮ତମ ଲୋକସଭା ନିର୍ବାଚନ ପାଳନ କରୁଛୁ । ତେବେ କ’ଣ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ସ୍ଵାଧିନତାର ଗତ ୭୬ ବର୍ଷ ମଧ୍ୟରେ ଥରେ ହେଲେବି ଭୋଟ ଦେଇନାହାଁନ୍ତି । ତେବେ ୨୦୨୪ ଲୋକସଭା…

ସମୁଦ୍ରରେ ଖସିପଡ଼ିଲା ଦୁଇଟି ନୗେସେନା ବିମାନ

ନୂଆଦିଲ୍ଲୀ: ଜାପାନର ଦୁଇଟି ନୗେସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟୋକିଓର ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ବଡ଼ ଦୁର୍ଘଟଣା । ରବିବାର ରାତିରେ ଜାପାନର ଦୁଇଟି ନୌସେନା ବିମାନ ସମୁଦ୍ରରେ ଖସିପଡ଼ିବା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ନିଖୋଜ ରହିଛନ୍ତି । ପ୍ରଶାନ୍ତ ମହାସାଗରରେ…

ଛୋଟା ରାଜନ ଜୀବୀତ !

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡଦ ଦାଉଦ ଇବ୍ରାହିମର ମୂଖ୍ୟ ଶତ୍ରୁ ବିବେଚନା କରାଯାଉଥିବା ଛୋଟା ରାଜନ ଜୀବୀତ ଥିବା ଖବର ହଇଚଇ ସୃଷ୍ଟି କରିଛି । ୮ ବର୍ଷ ପରେ ତିହାର ଜେଲରେ ଥିବା ଛୋଟା ରାଜନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ସମ୍ପୂର୍ଣ୍ଣ ଫିଟ ଥିବା ଫଟୋରେ…

ବିରୋଧୀଙ୍କ ତୀବ୍ର ସମାଲୋଚନା ବେଳେ ଇଡିର ପିଠି ଥାପୁଡାଇଲେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲ ଏସିଆନେଟକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ଯେତେବେଳେ ବିରୋଧୀ ଇଡି, ସିବିଆଇର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ କଡା ସମାଲୋଚନା କରୁଛନ୍ତି ସେହି…

ପାଞ୍ଚ ବର୍ଷର ବିରତି ପରେ ରାଉରକେଲାବାସୀଙ୍କ ଆସ୍ଥା ଭାଜନ ହୋଇପାରିବେ ତ ଦିଲ୍ଲୀପ ରାୟ?

ରାଉରକେଲା: ଇସ୍ପାତ ନଗରୀ ଭାବେ ପରିଚିତ ରାଉରକେଲାରେ ବିଧାନସଭା ନିର୍ବାଚନରେ ଏକ ହାଇପ୍ରୋଫାଇଲ ନିର୍ବାଚନୀ ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଲଢ଼େଇରେ ବିଜେପିର ଦିଲ୍ଲୀପ ରାୟ ଓ ବିଜେଡିର ସାରଦା ନାୟକ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଉରକେଲାର…

ତିନି ଦଳ ପ୍ରାର୍ଥୀ ଘୋଷଣା କରିବାକୁ କେତୋଟି ଆସନ ବାକି ରଖିଛନ୍ତି?

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ବିଭିନ୍ନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି। ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨ଟି ପାଇଁ ବିଜେଡି ଏପର୍ଯ୍ୟନ୍ତ…

ଅବସର ନେଲେ ପୂର୍ବତନ ଏକ ନମ୍ବର ଖେଳାଳି ମୁଗୁରୁଜା

ନୂଆଦିଲ୍ଲୀ: ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଗାର୍ବାଇନ ମୁଗୁରୁଜା ମାତ୍ର ୩୦ ବର୍ଷ ବୟସରେ ଟେନିସରୁ ଅବସର ଘୋଷଣା କରିଛନ୍ତି । ସ୍ପେନର ଏହି ଷ୍ଟାର ଖେଳାଳି ଦୀର୍ଘ ଦିନ ଧରି ଟେନିସଠାରୁ ଦୂରେଇ ରହିବା ପରେ ସେ ଏବେ ଏହି ନିଷ୍ପତି ନେଇଛନ୍ତି । ୨୦୨୩ ଜାନୁୟାରୀ ପରଠାରୁ ସେ ଆଉ ଟେନିସ…

ପୁଣି ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଝଟକା, ଯୋଗ ଶିବିର ପାଇଁ ଦେବାକୁ ପଡିବ ଟିକସ

ନୂଆଦିଲ୍ଲୀ: ପୁଣି ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଝଟକା । ପତଞ୍ଜଳି ଯୋଗ ଶିବିର ପାଇଁ ବର୍ତ୍ତମାନ ଟିକସ ଦେବେ ବାବା ରାମଦେବ । ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ…