Latest Odisha News

‘ୟସ’ର ଲାଣ୍ଡଫଲ୍ ବେଳେ ୧୯୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଜନ୍ମ ନେଇଛି ବାତ୍ୟା ୟସ୍ । ୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ଲାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଓଡ଼ିଶା ଉପକୂଳର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ…

ଓଡ଼ିଶାରୁ ଦିନକରେ ରେକର୍ଡ ୩୨ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ରେକର୍ଡ କରିଛି । ୨୪ ଘଣ୍ଟାରେ ଓଡ଼ିଶାରୁ ଏଯାଏ ସର୍ବାଧିକ ୩୨ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୩ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି ।…

ବାତ୍ୟା ‘ୟଶ’ରେ ପରିଣତ ହେଲା ଗଭୀର ଅବପାତ, ଏବେ ପାରାଦୀପ ଠାରୁ ୫୪୦ କିମି ଦୂରରେ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପୋର୍ଟବ୍ଲେୟାର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସେହିଭଳି…

ବାତ୍ୟା ପାଇଁ ୧୦ ଜିଲ୍ଲାରେ ଦୁଇ ଦିନ ବଢ଼ିଲା ଦୋକାନ ଖୋଲିବା ସମୟ

ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁବିଧା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ସରକାର । ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ ଦୋକାନ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ…

କରୋନାରେ ଆଉ ଜଣେ ସାମ୍ବାଦିକ ମୃତ, ଦ୍ୱିତୀୟ ଲହରରେ ଗଲାଣି ୨୯ ଯୋଦ୍ଧାଙ୍କ ଜୀବନ

ଫୁଲବାଣୀ: ଥମୁନି କରୋନା ମୃତ୍ୟୁ ଆତଙ୍କ । ସମ୍ମୁଖ ଯୋଦ୍ଧାଙ୍କ ଜୀବନ ନେଉଛି ମହାମାରୀ । ରବିବାର ଆଉ ଜଣେ ସାମ୍ବାଦିକ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଦୈନିକ ଖବରକାଗଜ ସର୍ବସାଧାରଣର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା (୪୫)ଙ୍କ ଦେହାନ୍ତ ହୋଇଛି । ଗତ ୨୦ ତାରିଖରେ…

ଓଡ଼ିଶାରେ ୭ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୧୧୦୫୯ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କେବେ ବଢୁଛି ଓ କେବେ ଖସୁଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୫୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ୧୨ ହଜାର ଉପରେ ରହିଥିଲା । ଆଜି କଟକରେ ବଢ଼ିଛି ସଂକ୍ରମଣ । ସର୍ବାଧିକ…

ବଙ୍ଗୋପସାଗରରେ ଗଭୀତ ଅବପାତ ଆଜି ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଆକାର ଧାରଣ କରିବ ୟସ୍ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ଡିପ୍ ଡିପ୍ରେସନ୍ ବା ଗଭୀତ ଅବପାତରେ ପରିଣତ ହୋଇଛି । ଆଜି ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ଭିତରେ ବଳ ଗୋଟାଉଛି । ଗତ ୪…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ସଶସ୍ତ୍ର ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ନିମନ୍ତେ ସଶସ୍ତ୍ର ସେନାର ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ଦ୍ୱାରା ୯୫୦ ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଯବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ…

ଉପକୂଳ ଓଡ଼ିଶାରେ କେନ୍ଦ୍ର ମୁତୟନ କରିବ ୧୦ ଏନଡିଆରଏଫ୍ ଟିମ୍

ନୂଆଦିଲ୍ଲୀ: ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବାତ୍ୟା 'ୟଶ' ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୧୦ ଅତିରିକ୍ତ ଏନଡିଆରଏଫ୍ ଦଳ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ନୂଆଦିଲ୍ଲୀରେ ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର…

ରାଜ୍ୟର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ବର : ଓଡିଶାର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ । ରାଜ୍ୟରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…