Latest Odisha News

BREAKING NEWS

ସୁଗମ ଅକ୍ସିଜେନ୍ ଯୋଗାଣ ପାଇଁ ଓଏସ୍‌ଏଲ୍ ପକ୍ଷରୁ ଲଜିଷ୍ଟିକ୍ସ ସହାୟତା

ଭୁବନେଶ୍ୱର: ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ପକ୍ଷରୁ ସୁଗମ ଅକ୍ସିଜେନ୍ ଯୋଗାଣ ପାଇଁ ଲଜିଷ୍ଟିକ୍ସ ସହାୟତା ପ୍ରଦାନ କରାଯାଉଛି। ସୂଚନା ଅନୁଯାୟୀ, ପାରାଦୀପ ପୋର୍ଟ ଟ୍ରଷ୍ଟ ଜରିଆରେ ସିଙ୍ଗାପୁରର ଏମ୍‌ଭି ଆନ୍ନା ମାରିଆ ଦ୍ୱାରା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍…

ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୧.୨୩ ଲକ୍ଷରୁ ଅଧିକ କୋଭିଡ୍‌ ଟେଷ୍ଟ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧.୨୩ ଲକ୍ଷରୁ ଅଧିକ ତାଜା ଟେଷ୍ଟ୍‌ ସହିତ ଗୋଟିଏ ଦିନରେ ସର୍ବାଧିକ କରୋନା ପରୀକ୍ଷା କରିବାର ରେକର୍ଡ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି। ଏହା କ୍ରମାଗତ ଭାବେ ପଞ୍ଚମ ଦିନ ଭାରତରେ ୨୦ ଲକ୍ଷରୁ ଅଧିକ କୋଭିଡ୍‌…

ଭଦ୍ରକ ଜିଲ୍ଲାର ଏହି ଗାଁ ୫ ଦିନ ସଟ୍‌ଡାଉନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲାର ଗେଲପୁରର ସରପଞ୍ଚ ମାନସୀ ରାଉତ କରୋନା ସଂକ୍ରମଣକୁ ରୋକିବା ଲାଗି ନଳନଗା ଗାଁକୁ ୫ ଦିନ ଯାଏ ସଟ୍‌ଡାଉନ୍‌ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ୨୪ ମେରୁ ୨୮ ମେ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସଟ୍‌ଡାଉନ୍‌ ଗାଁର ଚାରୋଟି ୱାର୍ଡରେ କାର୍ଯ୍ୟକାରୀ ହେବ…

ଯୁଗ ପୁରୁଷ ସୁନ୍ଦରଲାଲ

ଭୁବନେଶ୍ୱର :ପରପାରିରେ ପ୍ରକୃତି ପ୍ରେମୀ ସୁନ୍ଦରଲାଲ ବହୁଗୁଣା । ଚିପକୋ ଆନ୍ଦୋଳନର ମୂଖ୍ୟ ପୁରୋଧା ତଥା ଯୁଗ ପୁରୁଷ ସୁନ୍ଦରଲାଲ । ପରିବେଶ ସୁରକ୍ଷା ପାଇଁ ସାରା ଜୀବନ ଉତ୍ସର୍ଗ କରିଦେଇଥିବା ସାଧା ସିଧା ମଣିଷଟିଏ । ଗାନ୍ଧୀଙ୍କ ଅହିଂସା ନୀତି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଆଉ ତାଙ୍କ…

ଚୀନ୍‌; ଖରାପ ପାଗ ଯୋଗୁ ଗଲାଣି ୨୧ ଧାବକଙ୍କ ଜୀବନ

ବେଜିଂ: ଚୀନ୍‌ରେ ଅତ୍ୟଧିକ ଥଣ୍ଡା ପାଗ ଅନୁଭୂତ ହେବା ଯୋଗୁ ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ୨୧ ଜଣ ଧାବକ ଚୀନ୍‌ରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ଶନିବାର ମଧ୍ୟାହ୍ନରେ ହଠାତ୍ କୁଆପଥର ମାଡ, ତୁଷାରପାତ ଏବଂ ପ୍ରବଳ…

କୋଭାକ୍ସିନ୍ ଟିକାର ଦୁଇଟି ଡୋଜ୍ ନେଇଥିଲେ ବି କାହିଁକି ବିଦେଶ ଯାଇପାରିବେ ନାହିଁ ଭାରତୀୟ ?

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି । ଅନେକ ଦେଶ ଭାରତରୁ ବିମାନ ସେବା ଉପରେ କଟକଣା ଲଗାଇଛନ୍ତି । କିଛି ଦେଶରେ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ ଥିଲେ ଏଣ୍ଟ୍ରି ଅନୁମତି ମିଳୁଛି । କିନ୍ତୁ କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ଭାରତୀୟଙ୍କୁ ଏବେ…

ଆସାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଗୌହାଟି: ଆସାମ ପୋଲିସ ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ୬ ଜଣ ଡିମାସା ନାସନାଲ ଲିବେରସନ୍ ଆର୍ମି (DNLA) ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି । ରବିବାର ସକାଳେ କବ୍ରି ଅନଗ୍ଲୋଙ୍ଗର ଧାନସିରି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଆସାମ ପୋଲିସର…

କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ସେନେଇ ସ୍ପଷ୍ଟ କରାଯାଇପାରିବ ନାହିଁ। କିନ୍ତୁ କୁକୁର ଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ନିକଟରେ ହୋଇଥିବା ଏକ ଷ୍ଟଡିରୁ ଜଣାପଡିଛି ଯେ ନିମୋନିଆରେ ପୀଡିତ କେତେକ ରୋଗୀଙ୍କଠାରେ ଏହି କରୋନା ଭୁତାଣୁ…

ପଛରେ ପଡ଼ିଲା ସଲମାନଙ୍କ ‘ରାଧେ’; ବାଜି ମାରିଲା ସଂଜୟ କପୁରଙ୍କ ‘ଦ ଲାଷ୍ଟ୍‌ ଆୱାର୍‌’

ନୂଆଦିଲ୍ଲୀ: ପଛରେ ପଡ଼ିଲା ସଲମାନ ଖାନଙ୍କ ଫିଲ୍ମ 'ରାଧେ'। ବାଜି ମାରିଲା ସଂଜୟ କପୁରଙ୍କ ୱେବ୍‌ ସିରିଜ୍‌ 'ଦ ଲାଷ୍ଟ୍‌ ଆୱାର୍‌'। ସଲ୍‌ମାନଙ୍କ 'ରାଧେ'ଠୁ 'ଦ ଲାଷ୍ଟ୍‌ ଆୱାର୍‌'କୁ ଆଇଏମ୍‌ଡିବିର ଭଲ ରେଟିଂ ମିଳିଥିବା ସୂଚନା ମିଳିଛି। 'ରାଧେ' ବିଦେଶରେ ବେଶ୍‌ ଭଲ ରୋଜଗାର କରୁଥିବାବେଳେ…

ସାତକୋଶିଆରେ ନୂଆ ଅତିଥି

ଅନୁଗୁଳ - ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ସାତକୋଶିଆର ଟିକରପଡା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ…