ନିର୍ବାଚନ ପୂର୍ବରୁ ବରଗଡ଼ ପୋଲିସକୁ ବଡ଼ ସଫଳତା: ଗାଡ଼ି ଚେକିଂ ବେଳେ ୧୦ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ
ବରଗଡ଼: ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବରଗଡ଼ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା।ଚେକିଙ୍ଗ ସମୟରେ ଏକ ପିକଅପ୍ ଗାଡ଼ିରୁ ଧରାପଡ଼ିଲା ୧୦ ଲକ୍ଷ ଟଙ୍କା । ଟାଉନ ପୋଲିସ ପିକଅପ୍ ଗାଡ଼ିକୁ ଏବଂ ୧୦ ଲକ୍ଷ ଟଙ୍କା ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି।
ସୂଚନା…