Latest Odisha News

BREAKING NEWS

ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ, ୧୦୨ ଆସନରେ ହେଉଛି ମତଦାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି…

ଭୁବନେଶ୍ଵରରେ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦମ୍ପତିଙ୍କ ସମେତ ୪ ଗିରଫ

ଭୁବନେଶ୍ୱର: ଜଣେ ପୀଡ଼ିତାଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କମିସନରେଟ୍ ପୁଲିସ ଜଣେ ବିବାହିତ ଦମ୍ପତିଙ୍କ ସମେତ ସାଇବର ଅପରାଧୀଙ୍କୁ ଗିରଫ କରିଛି। ତୃପ୍ତି ରଂଜନ ପାତ୍ର ଓ ବନଲତା ସାହୁଙ୍କ ସହ ସେମାନଙ୍କ ସହଯୋଗୀ ମାନସ ରଞ୍ଜନ ସୁନା ଓ ନିହାର ରଂଜନ…

ମୁଖ୍ୟମନ୍ତ୍ରୀଙ୍କ କଣ୍ଟାବାଞ୍ଝି ଥିଓରୀ ଜରିଆରେ ଦଳ କେଉଁ କଣ୍ଟାକୁ କାଢ଼ିବ?

ଭୁବନେଶ୍ୱର: କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ? ପୁଣି ପଶ୍ଚିମ ଓଡିଶା ଗୋଟି ଚଳାଇଛି ବିଜେଡି। ହିଞ୍ଜିଳି ସହ କଣ୍ଟାବାଞ୍ଝି ବିଧାନସଭା ଆସନରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚବିଶ ନିର୍ବାଚନ ବିଜେଡି ପାଇଁ ସବୁଠୁ ବଡ ଅଗ୍ନିପରୀକ୍ଷା ହୋଇଥିବା ବେଳେ ଭୋଟ୍ ଗଣିତ କଷି ଦଳ…

ବିଜେଡିର କେଉଁ ଭୂମିକାରେ ନଜର ଆସିବେ ବର୍ଷା ପ୍ରିୟଦର୍ଶିନୀ?

ଭୁବନେଶ୍ୱର: ଓଲିଉଡ କୁଇନ୍ କୁହାଯାଉଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ କେଉଁ ଭୂମିକାରେ ନଜର ଆସିବେ ତାକୁ ନେଇ ବଢିଛି ଚର୍ଚ୍ଚା। ଜଣେ ଓଡ଼ିଆ ଫିଲ୍ମର ସଫଳ ଅଭିନେତ୍ରୀ ହିସାବରେ ଦଳ ତାଙ୍କୁ କେବଳ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ରଖିବ ନା ପ୍ରାର୍ଥୀ କରାଇ କଳାକୁ…

ଦଳୀୟ ବିଧାୟକଙ୍କ ଟିକେଟ୍ କଟିବା ବିଜେଡି ପାଇଁ ହେବ କି ବୁମେରାଂ?

ଭୁବନେଶ୍ୱର: ଦଳୀୟ ଟିକେଟ ନ ମିଳିବାରୁ ଅନେକ ନେତା ଅସନ୍ତୋଷ ବ୍ୟକ୍ତ କରିବାରୁ ବିଜୁ ଜନତା ଦଳ ଆଭ୍ୟନ୍ତରୀଣ ବିବାଦର ସମ୍ମୁଖୀନ ହେଉଥିବା କୁହାଯାଉଛି। ଟିକେଟ୍ ବଣ୍ଟନରେ ବିଳମ୍ବ ପରେ ପ୍ରମୁଖ ଦାବିଦାରଙ୍କ ଟିକେଟ୍ କଟିବା ଭିତରେ ଦଳରେ ଯେ ସବୁକିଛି ଠିକଠାକ ଚାଲିଛି ବୋଲି କହିବା ସେତେଟା ସହଜ…

ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଓଡ଼ିଶାର ବାସ୍ତବ ଚିତ୍ର ଦେଖିବାକୁ ଅକ୍ଷମ: ନାଉରୀ ନାଏକ

ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ଭିତରେ ସେତିକି କାଦୁଅ ଫିଙ୍ଗାଫିଙ୍ଗି ବଢିଚାଲିଛି । ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ରାଜନୈତିକ ଦଳ ମଧ୍ୟରେ ଚାଲିଛି ଯୁଦ୍ଧ। ଦୀର୍ଘ ୨୫ ବର୍ଷ ସରକାରର ଅପାରଗତା ପାଇଁ ଆଜି କୋଟି କୋଟି ଓଡ଼ିଆ ଲୋକମାନେ ଜର୍ଜରିତ।…

ବିଜେଡି ମହିଳା ସଶକ୍ତିକରଣ ଆଳରେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହନ ଦେଉନି ତ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ୧୦ ଜଣ ପ୍ରମୁଖ ନେତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ଏହାର ପରିଣାମ କଣ ହେବ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ। କିନ୍ତୁ ଶାସକ ଦଳର ଏହି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଏଥିମଧ୍ୟରୁ ଅନ୍ୟତମ…

ଆପ ବିଧାୟକ ଅମାନତୁଲ୍ଲାହ ଗିରଫ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଜଣଙ୍କ ପରେ ଜଣେ ନେତା ଗିରଫ ହେବାରେ ଲାଗିଛନ୍ତି । ଯାହାକୁ ଦଳର ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଧାୟକ ଅମାନତୁଲ୍ଲାହଙ୍କୁ ଗୁରୁବାର ଇଡି ଗିରଫ କରିଛି । ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବାରୁ ଇଡି ଏହି…

ଆଈ ହେବେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡର ମହାନ ଅଭିନେତ୍ରୀ ନୀନା ଗୁପ୍ତା ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି । ତାଙ୍କ ଝିଅ ମସାବା ଗୁପ୍ତା ଗର୍ଭବତୀ ଥିବା ସେ ଜଣାଇଛନ୍ତି । ମସବା ତାଙ୍କ ପତି ସତ୍ୟଦୀପ ମିଶ୍ରଙ୍କ ସହ ବେବି ବମ୍ପ ଦେଖାଇ ଫଟୋ ମଧ୍ୟ ଶେୟାର କରିଛନ୍ତି । ମସବା ଓ ସତ୍ୟଦୀପ ଗତ ବର୍ଷ ଜାନୁୟାରୀରେ…

ପ୍ୟାରିସ ଅଲିମ୍ପିକ୍ସରୁ ଓହରିଲେ ଲଙ୍ଗଜମ୍ପର ମୂରଲୀ ଶ୍ରୀଶଙ୍କର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଆଘାତ ସମସ୍ୟା ଯୋଗୁ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ଶ୍ରୀଶଙ୍କର ଟୁଇଟ କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୁଚନା ଦେଇଛନ୍ତି । ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ…