Latest Odisha News

ବିଜେଡିରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଭୁବନେଶ୍ୱର: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଦେଲେ ଇସ୍ତଫା। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫାପତ୍ରରେ ସେ ଲେଖିଛନ୍ତି, "ଗତ ୫ ବର୍ଷ ଧରି…

ଫିଟ ହେଲେ ସୂର୍ଯ୍ୟକୁମାର: ମୁମ୍ବାଇ ଟିମ ସହିତ ଯୋଗ ଦେବେ ଖୁବ ଶୀଘ୍ର 

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାଦ ସୂର୍ଯ୍ୟକୁମାର ଯାଦବ ଫିଟ ହୋଇଛନ୍ତି । ସେ ଖୁବ ଶୀଘ୍ର ଦଳ ସହିତ ଯୋଗ ଦେବେ ବୋଲି ଜଣାପଡିଛି । କ୍ରିକବଜ ରିପୋର୍ଟ ଅନୁସାରେ ନ୍ୟାଶନାଲ କ୍ରିକେଟ ଏକାଡେମୀ ସୂର୍ଯ୍ୟକୁମାରଙ୍କୁ ଫିଟ ଘୋଷଣା କରିଛି । ତେବେ ବିଧିବଦ୍ଧ ଭାବେ ଏ ସମ୍ପର୍କରେ…

ଧୀମା ବୋଲିଂ ହାର ନେଇ ଅଡୁଆରେ ପନ୍ତ, ହୋଇ ପାରନ୍ତି ବାସନ୍ଦ

କୋଲକାତା: ଚଳିତ ଆଇପିଏଲରେ ଧୀମା ବୋଲିଂ ହାର ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଦଣ୍ଡିତ ହୋଇଛନ୍ତି । ବୁଧବାର କେକେଆର ବିପକ୍ଷ ମ୍ୟାଚରେ ମଧ୍ୟ ଦିଲ୍ଲୀ ଟିମ ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ କରିପାରି ନ ଥିଲା । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମୁକାବିଲାରେ…

ଗରମ ପେଜ କୁଣ୍ଡରେ ପଡ଼ି ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର

କେନ୍ଦ୍ରାପଡା: ବାହାକଣ୍ଡିଆ ଅନନ୍ତ ନାରାୟଣ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ଏଠାରେ ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗରମ ପେଜ କୁଣ୍ଡରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଖବର ଅନୁଯାୟୀ, ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଏହି ଅଘଟଣ ଘଟିଛି।…

ମହାନଦୀରେ ଡଙ୍ଗା ବୁଡ଼ି ଯୁବକ ନିଖୋଜ

କଟକ: ଗୁରୁବାର କଟକ ଜିଲ୍ଲାର ମହାନଦୀ ନଦୀରେ ଏକ ହୁଲି ଡଙ୍ଗା ବୁଡ଼ି ଜଣେ ଯୁବକ ନିଖୋଜ। ଖବର ଅନୁଯାୟୀ, ସକାଳେ ଜିଲ୍ଲାର ବାଙ୍କି ଥାନା ଅଞ୍ଚଳର ସହଙ୍ଗା ଗୋପାଳପୁର ଗାଁ ନିକଟରେ ଚାରିଜଣ ଯୁବକ ନିଜ ବନ୍ଧୁଙ୍କ ଘରକୁ ଯାଇଥିଲେ। ପରେ, ସମସ୍ତ ପାଞ୍ଚଜଣ ବନ୍ଧୁ ନିକଟସ୍ଥ ମହାନାଦୀକୁ ଯାଇ…

ଆଗାମୀ ସିଜନରୁ ମୁମ୍ବାଇ ପକ୍ଷରୁ ରୋହିତ ଖେଳି ନ ପାରନ୍ତି

ମୁମ୍ବାଇ: ଚଳିତ ଆଇପିଏଲରେ ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଦଳ ଏବେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇ ଚାପରେ ରହିଛି । ରିପୋର୍ଟ ମୁତାବକ ଅସନ୍ତୁଷ୍ଟ ରୋହିତ ଏହି ସିଜନ ପରେ ମୁମ୍ବାଇ…

ଆଇପିଏଲ ୨୦୨୪: ୩୫ କୋଟିରୁ ଅଧିକ ଦର୍ଶକ ଟିଭିରେ ଦେଖିସାରିଲେଣି

ମୁମ୍ବାଇ: ଚଳିତ ଆଇପିଏଲରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି । ଏପରିକି ଟିଭିରେ ମଧ୍ୟ ଏହା ଗତ ସଂସ୍କରଣକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ପ୍ରଥମ ୧୦ ଦିନ ମୁକାବିଲାରେ ୩୫ କୋଟିରୁ ଅଧିକ ଦର୍ଶକ ଏହାକୁ ଉପଭୋଗ କରିଛନ୍ତି । ୧୬ଟି ସିଜନ ମଧ୍ୟରେ ଏତେ ଦର୍ଶକ…

ପଦ୍ମ ଛାଡ଼ି ହାତ ଧରିଲେ ସୋନାଲି ସାହୁ

ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶ ଉପରେ ଆସ୍ଥା ପ୍ରକଟ୍ଟ କରି ପଦ୍ମ ଛାଡ଼ି ହାତ ଧରିଲେ ମହିଳା ନେତ୍ରୀ ସୋନାଲି ସାହୁ । ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଓ ଭାରତ ଯୋଡ଼ ନ୍ୟାୟ ଯାତ୍ରାବେଳେ ଅନୁପ୍ରାଣିତ ହୋଇ ସୋନାଲି ସାହୁ ବିଧିବଦ୍ଧ ଭାବରେ ପଦ୍ମ ଛାଡ଼ି ହାତ ଧରିଛନ୍ତି । ପ୍ରଦେଶ କଂଗ୍ରେସ…

ବିଜେପିକୁ ଟିଏମସିର ଟାର୍ଗେଟ, ଚା’ ତିଆରି କରି ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଲେ ମମତା !

କୋଲକାତା: ବିଜେପିକୁ ଟିଏମସିର ଟାର୍ଗେଟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚା’ ବାଲା ଚ୍ୟାଲେଞ୍ଜ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୈତି ମାହଲରେ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ମମତା ବାନାର୍ଜୀ ବୁଧବାର ୱାଟ୍ ଲିଫ୍…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ବିଜେପି ଚକ୍ରବ୍ୟୁହ: ହିଞ୍ଜିଳି ଘେରିବାକୁ ଚବିଶ ପ୍ଲାନ୍

ଭୁବନେଶ୍ଵର: ଚବିଶ ନିର୍ବାଚନରେ ନବୀନଙ୍କ ବିପକ୍ଷରେ ନୂଆ ଚେହେରା ଶିଶିର ମିଶ୍ରଙ୍କୁ ଠିଆ କରିଛି ବିଜେପି । ଜଣାଶୁଣା ବିଜେପି ନେତା ଶରତ ମିଶ୍ରଙ୍କ ସାନଭାଇ ଶିଶିର ମିଶ୍ର । ଗଞ୍ଜାମରେ ବିଜେପି ସଂଗଠନ ସୁଦୃଢ କରିବା ଦିଗରେ କାମ କରୁଛନ୍ତି ଶରତ । ସେପଟେ ୨୦୧୯ରେ ହିଞ୍ଜିଳିରୁ ପ୍ରାର୍ଥୀ…