ମା’ ସରସ୍ଵତୀଙ୍କ ଦିବ୍ୟ ମନ୍ଦିର ଧାର ଭୋଜଶାଳା, ଦୀର୍ଘ ୧୨୧ବର୍ଷ ପରେ ଆରମ୍ଭ ହେଲା ଏସଆଇ ସର୍ଭେ, ଜାଣନ୍ତୁ କାହିଁକି
ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠର ଆଦେଶ ପରେ, ଧାର ଭୋଜଶାଳାରେ ଏସ୍ଆଇ ଟିମର ସର୍ଭେ ଆଜିଠାରୁ ଆରମ୍ଭ ହୋଇଛି । ଯାହାଦ୍ୱାରା ଭୋଜଶାଳା ପରିସରରେ କେଉଁ ପ୍ରକାରର ପ୍ରତୀକ ଏବଂ ସ୍ଥାପତ୍ୟ ଶୈଳୀ ଅଛି ତାହା ପ୍ରକାଶ କରାଯାଇପାରିବ । ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟର…