Latest Odisha News

BREAKING NEWS

ରବିବାର ସତ୍ତ୍ଵେ ମଧ୍ୟ ମାର୍ଚ୍ଚ ୩୧ରେ ଖୋଲାରହିବ ସମସ୍ତ ବ୍ୟାଙ୍କ: ଆରବିଆଇ

ନୂଆଦିଲ୍ଲୀ; ମାର୍ଚ୍ଚ ୩୧ରେ ଖୋଲା ରହିବ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ନିର୍ଦ୍ଦେଶ ଦେଇଛି । ଚଳିତ ଆର୍ଥିକ ବର୍ଷର ଏହା ଶେଷ ଦିନ ହୋଇଥିବାରୁ ରବିବାର ସତ୍ତ୍ଵେ ମଧ୍ୟ ୩୧ ମାର୍ଚ୍ଚ ଦିନ ଖୋଲାରହିବ ସମସ୍ତ ବ୍ୟାଙ୍କ । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏନେଇ ଆର୍‌ବିଆଇ…

ଆତଙ୍କବାଦୀ ସଂଗଠନ ଆଇଏସଆଇସର ଭାରତ ମୁଖ୍ୟ ହାରିସ ଫାରୁକି ଓ ତାର ସହଯୋଗୀ ଗିରଫ

ଗ୍ବାହାଟୀ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆତଙ୍କବାଦୀ ସଂଗଠନ ଆଇଏସଆଇସର ଭାରତ ମୁଖ୍ୟ ହାରିସ ଫାରୁକି ଓ ତାର ସହଯୋଗୀ ଅନୁରାଗ ସିଂହଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ଆସାମର ଧୁବରୀ ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାରୁ ଗିରଫ କରିଛି ଏସଟିଏଫ । ଆସାମୀ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ,…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଲା ପତଞ୍ଜଳି, କୋର୍ଟରେ ଦାଖଲ କଲେ ସତ୍ୟପାଠ

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସର୍ତ୍ତମୂଳକ ଭାବେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ । ଏଥିସହ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛି । ଅବମାନନା ନୋଟିସର ଜବାବ ନ ଦେଇଥିବାରୁ ଉଭୟ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ଏପ୍ରିଲ ୨ ରେ କୋର୍ଟରେ ହାଜର…

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ଇଡି ଏବଂ ଆଇଟି ବିଭାଗର ଚଢାଉ

ଚେନ୍ନାଇ; ସାଧାରଣ ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବଡ ଧରଣର ଚଢାଉ । ତାମିଲନାଡୁରେ ଚାଲିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗର ଚଢାଉ । ଅର୍ଥ ହେରଫେର ମାମଲାରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ସି. ବିଜୟଭାସ୍କରଙ୍କ ବାସ ଭବନରେ ଚଢାଉ କରିଛି ପ୍ରବର୍ତ୍ତନ…

ଦୀର୍ଘ ୪୯୫ ବର୍ଷ ପରେ ଅଯୋଧ୍ୟା ରାମ ଦରବାରରେ ଖେଳାଯିବ ହୋଲି, କାଞ୍ଚନ ଫୁଲରେ ପ୍ରସ୍ତୁତ ହୋଇଛି ହର୍ବାଲ ରଙ୍ଗ

ଅଯୋଧ୍ୟା: ଆଉ କିଛି ଦିନର ଅପେକ୍ଷା ତାପରେ ରଙ୍ଗର ପର୍ବ ହୋଲିରେ ରଙ୍ଗେଇହେବ ସମଗ୍ର ଦେଶ । ତେବେ ଚଳିତବର୍ଷ ଅଯୋଧ୍ୟାରେ ନବନିର୍ମିତ ରାମଲଲାଙ୍କ ମନ୍ଦିରରେ ହୋଲି ପର୍ବ ପାଳନ ହେବ । ତେବ ଦୀର୍ଘ ୪୯୫ ବର୍ଷ ପରେ ଅଯୋଧ୍ୟା ରାମ ଦରବାରରେ ହୋଲି ଖେଳାଯିବ । କୁହାଯାଉଛି ଯେ ରାମଲଲାଙ୍କ ପ୍ରାଣ…

କବିତା : ସବୁକିଛି ଅପେକ୍ଷାରେ

ଡମ୍ବରୁଧର ବେହେରା ଅପେକ୍ଷା କି ଯନ୍ତ୍ରଣାଦାୟକ କଟା ଘା ' ପରେ ଚୂନ ଆଉ ବ୍ଲିଚିଂର ସଫେଦ ମଲମ ନା ସୁଖିବାର ନାଆ ନେଉଛି ନା ଜଳନର ନିଆଁ ଦିଶୁଛି ଖାଲି ଅନୁଭବ ହେଉଛି ରସଗୋଲା ଗୋଟିଏ ପରେ ଗୋଟିଏ ଗିଳୁଛି..... ହେଲେ ପାଟିକୁ ତ ମିଠା ଲାଗୁଛି ରସଗୋଲା ଦେହରେ…

ନ୍ୟାସନାଲ ପେନସନ୍ ସ୍କିମର ୨୦ ଲକ୍ଷ ଟଙ୍କା ହଡପ କରି ବନ୍ଧା ହେଲେ ବିଇଓ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ । ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରି ଗିରଫ ହୋଇଛନ୍ତି । ସେ ଏହି…

କୁଲଡ଼ିହାରେ ବନ ବିଭାଗର କମ୍ୱିଂ; ୫ ବନ୍ଧୁକ ସହ ୬ ଶିକାରୀ ଗିରଫ

ଭୁବନେଶ୍ୱର: କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ୬ ଜଣ ଶିକାରୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ  ୫ଟି ବନ୍ଧୁକ ସହ ଶିଙ୍ଗ ଜବତ କରିଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ସେ ଚେତାବନୀ…

କବିତା : ମୁଁ ନାରୀ

ଶ୍ୱେତପଦ୍ମା ପାଢ଼ୀ କେବେ ଲକ୍ଷ୍ମୀ, ସରସ୍ଵତୀ, କାମିନୀ ତ କେବେ ଦୁର୍ଗା ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲାଣି ପ୍ରଶଂସାରେ ଅଥଚ, ନାରୀର ଗୁଣ ଓ ସୈାନ୍ଦର୍ଯ୍ୟ ବର୍ଣ୍ଣନା ତୁମ ଭାଷାକୋଷ ବର୍ହିଭୁତ ! ଭୟ ଦେଖେଇ ମୋତେ ନୀରବ କରିଦିଏ ସମାଜ ସ୍ବପ୍ନ ଭାଙ୍ଗିଗଲେ ସଜେଇ ଦିଏ ମୋତେ ଚିର…

ଦୁଇ ମହଲା କୋଠା ଭୁଶୁଡ଼ି ଦୁଇ ମୃତ; ଜଣେ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର ୱେଲକମ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅରଶଦ(୩୦), ତୋହିଦ୍ (୨୦) । ପୁଲିସର ସୂଚନାଅନୁସାରେ, ଦୁଇ ମହଲା  କୋଠାର ତଳ ମହଲାରେ ଜିନ୍ସ କଟିଂ କାମ…