କବିତା : ପଳାଶ ଫୁଲର ହସ
ଦୀପକ କୁମାର ନାୟକ
କୋଳାହଳ ଶୂନ୍ୟ ଧରଣୀ ବୁକୁରେ
ପଳାଶର ଖିଆଲି ହସ
ନିର୍ମଳ ଧବଳ ଆକାଶ ତଳେ
ପଳାଶ ଲାଗେ ତୋରଣ ।
ଦାରୁଣ ଗ୍ରୀଷ୍ମ ପ୍ରବାହ
ଧାରେ ଲାଗେ ଶୂନ୍ ଶାନ୍ ମୟl
ଆଦର ନଥାଇ ଜୀବନେ ସେ
ସଦା ଆକୃଷ୍ଟ କରେ ।
ରୂପ ଲାବଣ୍ୟ ପ୍ରୀତି ଭରା
ପଳାଶ ଫୁଲର ହସ ।
ଫାଲଗୁନ ଆସେ…