Latest Odisha News

BREAKING NEWS

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଆଜମ ଚୀମା ମୃତ: ରିପୋର୍ଟ

କରାଚୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର ଇ ତୋଇବାର ବରିଷ୍ଠ କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି । ପାକିସ୍ତାନର ଫୈସଲାବାଦରେ ହୃଦଘାତରେ ଚୀମାର ମୃତ୍ୟୁ ଘଟିଛି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣରେ ମଧ୍ୟ ସେ…

ରାଜନୀତିରୁ ସନ୍ୟାସ ନେବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ  ସୂଚନା ଦେଇଛନ୍ତି ।  ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଅଛନ୍ତି । ସେ ସୋସିଆଲ ମିଡିଆ ପୋଷ୍ଟରେ…

ମହାମହିମଙ୍କ ଓଡିଶା ଗସ୍ତର ଶେଷ ଦିନ: ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତର ଶେଷ ଦିନ। ଆଜି ମହାମହିମ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ କରିଛନ୍ତି । ଆଜି ସକାଳ ୧୦ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ଯାଇ ରେଢାଖୋଲ ବ୍ଲକର କଦଳିଗଡ଼ ହାଇସ୍କୁଲ…

ଏନଏସି ଦାବି ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସୁବର୍ଣ୍ଣପୁର/ଜଗତସିଂହପୁର: ଆଜି ବିଭିନ୍ନ ଦାବି ନେଇ ଉଲୁଣ୍ଡା ବନ୍ଦ ରହିଛି । ଉଲୁଣ୍ଡାକୁ ଏନଏସି ଘୋଷଣା, ଯେଏମଏଫସି କୋର୍ଟ ଏବଂ ସୈନିକ ସ୍କୁଲ ଦାବିରେ ଆଜି ସଚେତନ ନାଗରିକ ଏବଂ ଅଞ୍ଚଳବାସୀ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଅତ୍ୟାବଶ୍ୟକ ସାମଗ୍ରୀ ତଥା ଜରୁରୀକାଳୀନ ସେବାକୁ…

ମାର୍ଚ୍ଚରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭ ହେଲାଣି । ଆଉ ଏହି ମାସରେ ଅନେକ ପର୍ବ ପର୍ବାଣି ମଧ୍ୟ ପଡିବ । ଏହା ସହ ମାର୍ଚ୍ଚ ମାସରେ ଲାଗିବ ବର୍ଷର ପ୍ରଥମ ଗ୍ରହଣ । ୨୦୨୪ ବର୍ଷର ପ୍ରଥମ ଗ୍ରହଣ ମାର୍ଚ୍ଚ ରେ ଲାଗିବ । ଏହା ଚଳିତ୍ର ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ ବୋଲି କୁହାଯାଇଛି। ହିନ୍ଦୁ ଧର୍ମ …

ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ; ରାତି ୧୦ ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର: ମାର୍ଚ୍ଚ ୮ ତାରିଖରେ ପାଳିତ ହେବ ମହାଶିବରାତ୍ରୀ ଅର୍ଥାତ୍ ଜାଗର । ଏନେଇ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଚଳିତଥର ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଭୋର୍ ୩ ଟାରୁ ମନ୍ଦିର ଖୋଲାଯାଇ ମହାପ୍ରଭୁଙ୍କ…

ଅନନ୍ତ-ରାଧିକାଙ୍କ କକଟେଲ ପାର୍ଟିରେ ସାମିଲ ହେଲେ ସେଲିବ୍ରିଟି, ଗାଉନରେ ନଜର ଆସିଲେ ରାଧିକା

ମୁମ୍ବାଇ: ମାର୍ଚ୍ଚ ୧ ତାରିଖରୁ ଧୁମଧାମରେ ଆରମ୍ଭ ହୋଇଛି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ଉତ୍ସବ। ଭାରତ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତି ଏହି ଦମ୍ପତିଙ୍କ ପ୍ରି-ୱେଡିଙ୍ଗ ଉତ୍ସବରେ ଯୋଗ ଦେଇଛନ୍ତି ।…

ଭାରତର ସବୁଠୁ ପୁରୁଣା ସହର, ହଜାରେ ବର୍ଷରେ ରହିଛି ଅସ୍ତିତ୍ୱ

ଉତ୍ତରପ୍ରଦେଶ: ଯେତେବେଳେ ଦୁନିଆର ସବୁଠୁ ପୁରୁଣା ସହରର କଥା ଆସେ ସେତେବେଳେ ସେହି ତାଲିକାରେ ଭାରତର ଏକ ସହର ସାମିଲ ଥାଏ । ଯାହାର ତୁଳନା ଦେଶର ସବୁଠୁ ପବିତ୍ର ସହର ସହ କରାଯାଏ । ସେହି ସବୁଠୁ ପୁରୁଣା ସହର ହେଉଛି ଭାରତର ବନାରସ ସହର । ବନାରସ ସହର ସବୁ ଦିଗରୁ ବହୁତ ସୁନ୍ଦର। ଆପଣମାନେ…

ରବି ସ୍ୱାଇଁ ପାଇବେ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ରବି ସ୍ୱାଇଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ଉତ୍ସବରେ ସେ ଏହି…

ଆନିମଲ ନିର୍ଦ୍ଦେଶକଙ୍କ ସହ ଉର୍ବଶୀ; ଫଟୋ ଭାଇରାଲ

ନୂଆଦିଲ୍ଲୀ: ଫିଲ୍ମ ‘ଆନିମଲ’ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ସହ  ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଉର୍ବଶୀଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମ  ବିଷୟରେ ଜାଣିବାକୁ ଚାହିଁଛନ୍ତି। ସୂଚନାଅନୁସାରେ, ଉର୍ବଶୀ…