Latest Odisha News

BREAKING NEWS

ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥଙ୍କ ଅଫିସରେ ପଶି ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନିମାପଡ଼ା: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିମାପଡ଼ା ସ୍ଥିତ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଅଫିସ ଗେଟ୍‌ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ଅଫିସକୁ ଢେଲା ପଥର ମାଡ଼ କରିଛନ୍ତି । ଏହା ସହ ସିଦ୍ଧାର୍ଥ ରାଉତରାୟଙ୍କ…

ଶିବ ନବରାତ୍ରୀ: ଦେଖି ଆଶ୍ଚର୍ଯ୍ୟ ହେବେ ମହାକାଳଙ୍କର ଏହି ଶେଷନାଗ ବେଶ

ଉଜୈନି: ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ଦିନ ବାବା ମହାକାଳ ବର ହେବେ । ସେଦିନ ତାଙ୍କ ଦେବୀ ପାର୍ବତୀଙ୍କ ସହ ବିବାହ ହେବ । କିନ୍ତୁ ଏହାପୂର୍ବରୁ ମହାକାଳ ମନ୍ଦିରରେ…

ଛତିଶଗଡରେ ବିଜେପି ନେତା ତିରୁପତି କଟଲାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ

ବିଜାପୁର: ଛତିଶଗଡ ବିଜାପୁର ଜିଲ୍ଲାରେ ପୁଣି ଲାଲ ଆତଙ୍କ । ବିଜାପୁରରେ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଶୁକ୍ରବାର ଏକ ବାହାଘର କାର୍ଯ୍ୟରେ ତୋଏନାର ଗାଁକୁ ଯୋଗ ଦେବା ଲାଗି ଯାଉଥିବା ସମୟରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ନକ୍ସଲ…

ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ବର: ବିଜେଡିକୁ ଆଉ ଏକ ଝଟକା । ଦଳ ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ । ଆଉ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଆସନ୍ତାକାଲି ବିଜେପିରେ ଯୋଗ ଦେବା ନେଇ ସୂଚନା ରହିଛି । କେଉଁଥି…

କେବେ ପଡୁଛି ହୋଲି, କିପରି କରିବେ ହୋଲିକା ଦହନ

ଭୁବନେଶ୍ଵର: ହିନ୍ଦୁ ଧର୍ମ ଅନୁସାରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଏହି ପର୍ବ ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । କିନ୍ତୁ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ହୋଇଥାଏ । ଏହାକୁ ଛୋଟ ହୋଲି ମଧ୍ୟ କୁହାଯାଏ । ଏହି ଦିନ, ସୂର୍ଯ୍ୟାସ୍ତ ପରେ ହୋଲିକାଙ୍କୁ…

‘ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି’

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ । କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଭାରତୀୟ ଜନନା ପାର୍ଟି ବୋଲି କହିଛନ୍ତି…

ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର: ଅଶୋକ ଗେହଲଟ୍

ନୂଆଦିଲ୍ଲୀ: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟାଗେର୍ଟ। କହିଛନ୍ତି,  ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର ।  ମୁଖ୍ୟ ସଚିବ ହିଁ ବାସ୍ତବ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ଠାରୁ ଅଧିକ ପାୱାରଫୁଲ…

ଚିଜ୍ କୁ ଡାଏଟ୍ ରେ କାହିଁକି କରିବେ ସାମିଲ? କ’ଣ ରହିଛି ଏହାର ଫାଇଦା..

ନୂଆଦିଲ୍ଲୀ: ଅଧିକାଂଶ ଡାକ୍ତର କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି, କାରଣ କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ ଏବଂ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏପରି କ୍ଷୀର ଉତ୍ପାଦ ଅଛି ଯାହାକୁ ଚିଜ୍ କୁହାଯାଏ ।…

ବିଶ୍ୱରେ ମୋଟା ଲୋକଙ୍କ ସଂଖ୍ୟା ଶହେ କୋଟି ଅତିକ୍ରମ: ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମେଦବହୁଳତାର ଶିକାର ହେଉଥିବା ସଂଖ୍ୟା ୧୦୦ କୋଟିରେ ପହଞ୍ଚିଛି । ଏହାର ଅର୍ଥ ହେଉଛି ଦୁନିଆର ପ୍ରତି ୮ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ଦେଢ଼ଗୁଣ ଅଧିକ ରହିଛି ।…

ଭକ୍ତଙ୍କ ପାଇଁ ଖୋଲିଲା ୟୁଏଇ ସ୍ଥିତ ବିଏପିଏସ ମନ୍ଦିର, ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଖୋଲାରହିବ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପଥରରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିର ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲିଦିଆଯାଇଛି । ୧୪ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିର ଏହି ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଥିଲେ । ଦୁବାଇ-ଆବୁଧାବି ଶେଖ ଜାୟଦ ରାଜପଥରେ…