ସ୍କୁଲ ଭିତରେ ମଦ ପିଇଲେ ଶିକ୍ଷକ; କହିଲେ, ମୁଁ ପ୍ରତିଦିନ ପିଏ, ଉଠାଅ ଫଟୋ
ନୂଆଦିଲ୍ଲୀ: ଜଣେ ଶିକ୍ଷକ ସ୍କୁଲରେ ବସି ମଦ୍ୟପାନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛତିଶଗଡ଼ ବିଳାସପୁର ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଅଭିଯୁକ୍ତ ଶିକ୍ଷକଙ୍କ ନାଁ ସନ୍ତୋଷ କୁମାର କେନୱାଡା।
ସୂଚନା ଅନୁସାରେ,ଗତ…