Latest Odisha News

BREAKING NEWS

ଶିଶୁ ଗଳ୍ପ : ଝିଣ୍ଟିକାର ଜନ୍ମକଥା

କୁଞ୍ଜବିହାରୀ ସାହୁ ପାହାଡ଼ ତଳେ ଜାତିଜାତିକା ଗଛ । ଶାଳ, ପିଆଶାଳ, ଶିଶୁ, କୁରୁମ, ଆମ୍ବ ,ପଣସ ଇତ୍ୟାଦି କେତେ ପ୍ରକାର ଗଛ ରହିଛି । ଡାଳପତ୍ର ଦେଖିଲେ ଖୁସି ଲାଗୁଛି । ସତେ ଯେମିତି ସବୁଆଡ଼େ ଶାଗୁଆ ରଙ୍ଗ ନେସିହେଇଯାଇଛି । ପାଖରେ କୁଳୁକୁଳୁ ଗୀତ ଗାଇ ଝରଣାଟିଏ ବହିଯାଉଛି । କେଉଁଠି…

କବିତା : ସମ୍ପର୍କ

ଦୀପକ କୁମାର ନାୟକ ଜୀବନର ଏଇ ଦୀର୍ଘ ପଥରେ ଚାଲୁ ଚାଲୁ ଅନେକ୍ ସମ୍ପର୍କ ସୃଷ୍ଟି କେହି ମୁହୂର୍ତ୍ତର ବାର୍ତ୍ତାଳାପରେ ଜନ୍ମ୍ ନେଇଯାଏ ସମ୍ପର୍କ। କିଛି ଦିନ ଆଦର ଆପଣା ପରେ ଫେରି ଯାନ୍ତି ଅଜଣା ରାଇଜରେ ଆଜିକାର ସମାଜରେ ସମ୍ପର୍କ ଡିମିରି ଫୁଲ ବାସ ପରି ସମୟ ସାଥିରେ ସବୁତ…

ଶିକାରୀ ଫାଶରେ ପଡ଼ି କଲରାପତରିଆର ମୃତ୍ୟୁ

ଅନୁଗୋଳ: ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ । ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶିକାରୀ ଦ୍ଵାରା ବିଛା ଯାଇଥିବା…

କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ନକ୍ସଲ, ଜଣେ ନକ୍ସଲ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମ୍ବିରୀକିଆ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ସୁରକ୍ଷାକର୍ମୀ ଓ ନକ୍ସଲ । ଉଭୟଙ୍କ ପକ୍ଷରୁ ଗୁଳିଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି ।…

ଆଲମାରୀ ଅପେକ୍ଷା ଅଧିକ ଦାମରେ ବିକ୍ରି ହେଲା ଏହି ଶୁଖିଲା ପଚା ଲେମ୍ବୁ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ବେଳେ ଦେଖିବାକୁ ମିଳେ ଯେ, ଯେଉଁ ଜିନିଷକୁ ଲୋକେ ଅଦରକାରୀ ଭାବି ଫୋପାଡି ଦିଅନ୍ତି, ଭାବନ୍ତି ଯେ ଏହି ଜିନିଷକୁ କବାଡିଆ ଖାନାରେ ବି ବିକ୍ରି କରାଯାଇପାରିବ ନାହିଁ କିନ୍ତୁ ସେହି ଜିନିଷ ସମୟକ୍ରମେ ସମସ୍ତଙ୍କ ପାଇଁ ବହୁ ମୁଲ୍ୟର ହୋଇଯାଏ । ତା’ର ନିଲାମ ଏପରି କରାଯାଏ ଯାହା…

ମାଟିଆ, କଳା, ନାଲି ନା ଧଳା, ଜାଣନ୍ତୁ କେଉଁ ରଙ୍ଗର ଚାଉଳ ଶରୀର ପାଇଁ ବେଶି ଲାଭଦାୟକ

ଭୁବନେଶ୍ଵର: ସାଧାରଣତଃ ସମସ୍ତ ଭାରତୀୟଙ୍କ ଘରେ ଧଳା ଚାଉଳ ଖିଆଯାଏ । ଏହା ଖାଇବାରେ ବହୁତ ସ୍ଵାଦିଷ୍ଟ ହୋଇଥାଏ । ଏବଂ ସବୁଠାରୁ ବଡ କଥା ହେଲା ଏହାକୁ ରାନ୍ଧିବା ପ୍ରଣାଳି ଅତି ସହଜ । ତେବେ କଣ ଆପଣ ଜାଣନ୍ତି କି ଧଳା ଚାଉଳ ଛଡା କିଛି ଲୋକ କଳା, ମାଟିଆ ଏବଂ ନାଲି ଚାଉଳ ଖାଇଥାନ୍ତି । ଏହି…

ଆସନ୍ତାକାଲି ଷୋଡ଼ଶ ବିଧାନସଭାର ୧୫ତମ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ । ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଅଧିବେଶନର ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଅନ୍ୟପଟେ ବିଧାନସଭାର ଶେଷ…

ବିଶ୍ଵ କର୍କଟ ଦିବସ: ଯତ୍ନର ବ୍ୟବଧାନ ବନ୍ଦ କର

ଭୁବନେଶ୍ଵର: ଆଜି ବିଶ୍ଵ କର୍କଟ ଦିବସ | ଲୋକ ମାନଙ୍କୁ ଏହି ରୋଗ ବିଷୟରେ ଶିକ୍ଷିତ କରିବା, ସଚେତନ କରିବା ତଥା ଏହି ମାରାତ୍ମକ ରୋଗ ବିରୁଦ୍ଧରେ ସରକାର ସମୟାନୁଯାୟୀ ପଦକ୍ଷେପ ଗ୍ରହଣ କରିବା ହେଉଛି ଏହି  ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ | ସହସ୍ରାଧିକ ଲୋକଙ୍କୁ ଏହି ରୋଗ କବଳରୁ ରକ୍ଷା କରିବା…

୮୦ ଦଶକରେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ସତରେ ଥିଲା ମତଭେଦ !

ଭାରତୀୟ କ୍ରିକେଟ ଆଜି ଯେଉଁ ସ୍ତରରେ ପଂହଚିଛି କପିଳ ଦେବ ଓ ସୁନୀଲ ଗାଭାସ୍କର ଏହାର ମୂଖ୍ୟ ସୂତ୍ରଧାର କହିଲେ ଭୁଲ ହେବନି । ୮୦ ଦଶକରେ ଏହି ଦୁଇ ଷ୍ଟାର ଖେଳାଳି ଦେଶକୁ ଅନେକ ମ୍ୟାଚରେ ବିଜୟ ହାସଲ କରାଇବା ସହ ବିଶ୍ୱକପ ଜିତାଇଥିଲେ । ତେବେ ସେତେବେଳେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ମତଭେଦ…

କାର୍ତ୍ତିକଙ୍କ ଭୂୟସୀ ପ୍ରଶଂସା କରିବା ପରେ ତାଙ୍କୁ ପୁରସ୍କାର ଦେଇଦେଲେ ମନୋଜ ବାଜପେୟୀ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ମନୋଜ ବାଜପେୟୀଙ୍କ ଏକ ପଦକ୍ଷେପ ପ୍ରଶଂସକଙ୍କ ଛାତି ଚଉଡା କରିଦେଇଛି । ଏକ ପୁରସ୍କାର ସମାରୋହ ଉତ୍ସବରେ ମନୋଜଙ୍କୁ ଜୋରମ ଫିଲ୍ମ ପାଇଁ ପୁରସ୍କାର ମିଳିଥିଲା । ଏହା ଘୋଷଣା ହେବା ପରେ ମନୋଜ ଷ୍ଟେଜ ଉପରୁ ହଠାତ କାର୍ତିକ ଆର୍ଯ୍ୟନଙ୍କୁ ଡାକିଥିଲେ ।…