୮୦ ଦଶକରେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ସତରେ ଥିଲା ମତଭେଦ !
ଭାରତୀୟ କ୍ରିକେଟ ଆଜି ଯେଉଁ ସ୍ତରରେ ପଂହଚିଛି କପିଳ ଦେବ ଓ ସୁନୀଲ ଗାଭାସ୍କର ଏହାର ମୂଖ୍ୟ ସୂତ୍ରଧାର କହିଲେ ଭୁଲ ହେବନି । ୮୦ ଦଶକରେ ଏହି ଦୁଇ ଷ୍ଟାର ଖେଳାଳି ଦେଶକୁ ଅନେକ ମ୍ୟାଚରେ ବିଜୟ ହାସଲ କରାଇବା ସହ ବିଶ୍ୱକପ ଜିତାଇଥିଲେ । ତେବେ ସେତେବେଳେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ମତଭେଦ…