ପୁଣି ଏକ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
ଖୋର୍ଦ୍ଧା: ରାଜ୍ୟରେ ହାତୀମୃତ୍ୟୁ ଉଦବେଗଜନକ ଭାବେ ବଢୁଛି । ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି।
ଖବର ପାଇ ଖୋର୍ଦ୍ଧା ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁରୁଷ ଦନ୍ତା…