ଗର୍ଭାଶୟ କ୍ୟାନସରରେ ମୃତ୍ୟୁ ଖବରର ଦିନକ ପରେ ପୁନମ ପାଣ୍ଡେ କହିଲେ ‘ମୁଁ ଜୀବିତ’
ମୁମ୍ବାଇ: ଗର୍ଭାଶୟ କର୍କଟରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ମୃତ୍ୟୁ ବରଣ କରିଥିବା ଖବର ଉପରୁ ହଟିଲା ପରଦା। ନିଜ ମୃତ୍ୟୁର ଦିନକ ପରେ ପୁନମ କହିଛନ୍ତି, 'ମୁଁ ଜୀବିତ ଅଛି'। ସେ ଇନଷ୍ଟାଗ୍ରାମରେ ସଫେଇ ଦେଇଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଏବଂ କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି କରିବା…