ବିଗିଡିଛି ଭାରତ-ଚୀନ ସଂପର୍କ, ଭାରତରେ ରାଷ୍ଟ୍ରଦୂତ ପଦ ପୂରଣ କରୁନି ଚୀନ
ନୂଆଦିଲ୍ଲୀ: ଭାରତରେ ଖାଲି ପଡିଛି ଚୀନ ରାଷ୍ଟ୍ରଦୂତ ପଦ। ବର୍ଷେରୁ ଅଧିକ ସମୟ ଧରି ପଦବୀ ଖାଲି ପଡିଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦେଉନି ଚୀନ। ପ୍ରାୟ ୧୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତ ନିଯୁକ୍ତିର ନାଁ ଧରୁନି ଚୀନ। ଦିଲ୍ଲୀରେ ଚୀନ୍ର ଶେଷ ରାଷ୍ଟ୍ରଦୂତ…