Latest Odisha News

BREAKING NEWS

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ‘ଅନୁଷ୍ଠାନ’ରେ ଅଛନ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ଦିନଚର୍ଯ୍ୟା ବିଷୟରେ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର 'ପ୍ରାଣ ପ୍ରତିଷ୍ଠା' ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୨ ତାରିଖରୁ ପ୍ରଧାନମନ୍ତ୍ରୀ ‘ଅନୁଷ୍ଠାନ’ରେ ଅଛନ୍ତି । ୧୧ ଦିନ ଧରି ମୋଦି ଚଟାଣରେ ଶୋଉଛନ୍ତି, ସାତ୍ବିକ ଆହାର ରେ କେବଳ ନଡିଆ ପାଣି ପିଉଛନ୍ତି, ଜପ ଓ ଧ୍ୟ୍ୟାନ…

ଏନପିଏସ ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ଫେବୃଆରୀ ପହିଲାରୁ ବଦଳିବ ଟଙ୍କା ଉଠାଇବା ନିୟମ

ନୂଆଦିଲ୍ଲୀ: ପେନସନ୍ ପାଣ୍ଠି ସଂସ୍ଥା PFRDA (ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ) ଏକ ନୂତନ ନିୟମ ଜାରି କରିଛି । ଯାହା ଜାତୀୟ ପେନସନ୍ ସିଷ୍ଟମ୍ (ଏନପିଏସ୍) ଅଧୀନରେ ପେନସନ୍ ପ୍ରତ୍ୟାହାର ପାଇଁ ବ୍ୟବସ୍ଥା ରହିଛି । ଏହି ନିୟମ ଫେବୃଆରୀ 1 ତାରିଖ ରୁ କାର୍ଯ୍ୟକାରୀ ହେବ ।…

ଏସଇସିଏଲ ଏବଂ ଏମ୍ସିଏଲ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମିଳିଲା କ୍ୟାବିନେଟ୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି । ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍‌ ଇଷ୍ଟର୍ଣ୍ଣ…

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାମ

କଟକ: ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ । ଏନେଇ ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍‌‌ କ୍ୟୁରି ଏନ୍‌‌.କେ ମହାନ୍ତି । ୧୦ ତାରିଖରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଆମିକସ୍‌ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି ।…

ଜାନୁଆରୀ ୨୨ରେ ହାଫ୍ ଡେ ଛୁଟି ଘଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାମ ମନ୍ଦିର ଉଦଘାଟନ ପାଇଁ ଉତ୍ସବର ମାହୋଲ । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଜାନୁଆରୀ ୨୨ତାରିଖକୁ ହାଫ୍ ଡେ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଜନସାଧାରଣଙ୍କ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ‘ସୁପର୍ଣ୍ଣଖା ପରି ବ୍ୟବହାର କରୁଛି କଂଗ୍ରେସ’

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଉଛି । ଜାନୁଆରୀ 22ରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ସମାରୋହ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ହୋଇଛି । ପ୍ରାଣ ପ୍ରତିଷ୍ଠାରେ ଭାଗ ନେବାକୁ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ…

ଧରାପଡିଲେ ଆପାର୍ଟମେଣ୍ଟ ଲୁଟେରା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର: କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । ପୋଲିସର ନିଦ ହଜାଇଥିବା ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ୬ ରାଜ୍ୟରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍‌ ଲୁଟେରା ‌। ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ…

ଶୌଚ ହେବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା, ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗ୍ରାମରେ  ହାତୀ ଆତଙ୍କ । ଶୌଚ ହେବାକୁ ନଦୀକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣଙ୍କ ହେଲେ ଉପେନ୍ଦ୍ର କର । ସୂଚନା ମୁତାବକ, ଆଜି ସକାଳେ ଉପେନ୍ଦ୍ର ଶୌଚ ହେବାକୁ ଯାଉଥିବା ଏକ…

କୂଅରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣା: ନିଜେ ମାରିଦେଇଥିବା ସ୍ବିକାର କଲା ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ କୁଅ ରୁ ଯାଆଁଳା ଶିଶୁ ଉଦ୍ଧାର ଘଟଣା । ଦୁଇ ଶିଶୁଙ୍କୁ ନିଜେ ମାଆ ହିଁ ମାରିଥିବା ପୋଲିସ ଆଗରେ ସ୍ବୀକାର କଲେ ମହିଳା । ମା’କୁ ଥାନାରେ ଅଟକ ରଖିଛି ପୋଲିସ । ଗତକାଲି ଘର ପଛପଟ କୂଅରୁ ୨ ଶିଶୁ ଙ୍କ…

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟରେ ସମୟ ମାଗିଲେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ ବାନୋ ମାମଲା । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତିନି ଅଭିଯୁକ୍ତ । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଆତ୍ମସମର୍ପଣର ଅବଧି ବଢାଇବାକୁ ଅଭିଯୁକ୍ତମାନେ କୋର୍ଟରେ ଆବେଦନ କରିଛନ୍ତି । ଆତ୍ମସମର୍ପଣର ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ…