ସୁପ୍ରିମକୋର୍ଟଙ୍କ ରାୟକୁ ମୋଦୀଙ୍କ ସ୍ଵାଗତ, କହିଲେ ଏହା ଏକ ଐତିହାସିକ ରାୟ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି #NayaJammuKashmir ହ୍ୟାସଟ୍ୟାଗ ସହ ଟ୍ୱିଟ କରି କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦକୁ କାଏମ ରଖି ସୁପ୍ରିମକୋର୍ଟ ଏକ…