Latest Odisha News

BREAKING NEWS

ଝିଅ ଶ୍ବେତାଙ୍କୁ ୫୦ କୋଟିର ‘ପ୍ରତିକ୍ଷା’ ବଙ୍ଗଳା ଉପହାର ଦେଲେ ବିଗ୍ ବି

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ସହିତ ସର୍ବଦା ପ୍ରଶଂସକଙ୍କ ମନ ଜିତିଥାଆନ୍ତି। ବର୍ତ୍ତମାନ ଅଭିନେତା ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ଏକ ବହୁମୂଲ୍ୟ ଉପହାର ଦେଇଛନ୍ତି । ଜୁହୁ ସ୍ଥିତ ବଙ୍ଗଳା ‘ପ୍ରତିକ୍ଷା’କୁ ଝିଅ ଶ୍ୱେତା ନନ୍ଦାଙ୍କ ନାମରେ କରିଛନ୍ତି ବିଗ୍…

ଏହି ଦିନ ରିଲିଜ ହେବ ‘କାନ୍ତାରା ଚାପ୍ଟର-୧’ ର ଫାଷ୍ଟ ଲୁକ? ସୋସିଆଲ ମିଡିଆରେ ତାରିଖ ପୋଷ୍ଟ କଲେ…

ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସିନେମାର ଅନେକ ଗୁଡିଏ ଫିଲ୍ମ ମଧ୍ୟରେ ଥିଲା ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ 'କାନ୍ତାରା' । ରିଷଭଙ୍କ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମର ପାର୍ଟ-୧ର…

ଅବକାରୀ ଅଧୀକ୍ଷକ ଗିରଫ : ଠାବ ହେଲା ଆୟଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି

ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଗଙ୍ଗା ପାଇକରାୟଙ୍କର ନିଜ ଆୟ ଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି ରହିଛି  । ଗଙ୍ଗାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜ୍ଜୁ…

ମହାଦେବ ଦର୍ଶନ ସାରି ଫେରିବା ବେଳେ କଲେ ମହୁମାଛି ଆକ୍ରମଣ, ୪ ଗୁରୁତର

କାମାକ୍ଷାନଗର: ବଡ଼ଓଷାରେ ଘଟିଲା ବଡ ଅଘଟଣ । ଶିବ ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବଡଓଷା ଥିବାରୁ ଆଜି ସକାଳେ ରାମେଶ୍ୱର…

ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ତୃତୀୟ ଦିନରେ ପ୍ରଯୋଜିକା ସନଲିସାଙ୍କ ଧାରଣା

ଭୁବନେଶ୍ଵର: ତୃତୀୟ ଦିନରେ ପହଞ୍ଚିଲା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସାଙ୍କ ସହ କଳାକାରମାନେ । ଦୀର୍ଘ ଦୁଇ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ନ୍ୟାୟ ନମିଳିବାରୁ ଆଜିଠାରୁ ଆମରଣ ଅନଶନରେ ବସିଛନ୍ତି ପ୍ରଯୋଜିକା ସନଲିସା । ସେପଟେ ଦାବି ପୂରଣ…

ଧାନମଣ୍ଡି ଶୁଭାରମ୍ଭ : ଏବେ ମଣ୍ଡିରେ ଚାଲିବ ଧାନ ବିକ୍ରି

ନୂଆପଡା : ନୂଆପଡା ଜିଲ୍ଲା ତରବବୋଡ଼ଠାରେ ଚଳିତବର୍ଷ ୨୦୨୩-୨୪ ଖରିଫ ଋତୁ ପାଇଁ ଧାନମଣ୍ଡି ଶୁଭାରମ୍ଭ ହୋଇଯାଇଛି । ଜ଼ିଲ୍ଲାପାଳ ହେମକାନ୍ତ ସାଏ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଧାନମଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ଜ଼ିଲ୍ଲା ଯୋଗାଣ ଅଧିକାରୀ ପି.କେ.ରାଉତରାୟ, ଆର ଏମ ସି ଅଧିକାରୀ…

ରାଜ୍ୟପାଳ ବିଶ୍ବଭୂଷଣଙ୍କୁ ସସ୍ମିତଙ୍କ ସମାଲୋଚନା, ଅନଭିଜ୍ଞ କହି ଶାଣିତ ଜବାବ ଦେଲେ ପୃଥ୍ବୀରାଜ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଚାରିଦ୍ବାର ଖୋଲିବା ନେଇ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ରାଜ୍ୟପାଳ ଏକ ଆଲେଖ୍ୟ ଜରିଆରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଏବେ ଏହାକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଜେଡି ନେତା ସସ୍ମିତ ପାତ୍ର ପ୍ରେସମିଟ୍ କରି ରାଜ୍ଯପାଳଙ୍କ…

ଫ୍ଲୋରାଲ୍ ପ୍ରିଣ୍ଟର ଜଲଓ୍ବା : ଆଜିକାଲିର ଯୁବପିଢିଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି…

ନୂଆଦିଲ୍ଲୀ : ଆଜିକାଲିର ସମୟରେ ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ କିଏ ପାର୍ଲରରେ ସମୟ ବିତାଉଛି ତ ଆଉ କିଏ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛି  । ତ ଆଉ କିଏ ଭଳିକି ଭଳି ଫ୍ୟାଶନେବୁଲ ପୋଷାକ ପିନ୍ଧି ନିଜକୁ ସଜାଉଛି  ।…

ରାୟଗଡାରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ମୁଖ୍ୟମନ୍ତ୍ରୀ କହିଲେ ଲକ୍ଷ୍ମୀ ବସ୍‌ ଗାଁକୁ ଗାଁ ସହିତ ଯୋଡିବ

ରାୟଗଡା: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ ।…

ଭୁବନେଶ୍ୱରରେ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ- ୨୦୨୩”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ…