ଖେଳୁ ଖେଳୁ ପାଣି ଡେକ୍ଚିରେ ପଡିଗଲା କୁନି ଝିଅ, ଚାଲିଗଲା ଜୀବନ
ରେଢ଼ାଖୋଲ:ଗୋଟିଏ ମୁହୂର୍ତ୍ତର ଅସାବଧାନତା କେତେ ବଡ ବିପର୍ଯ୍ୟୟ ଆଣିପାରେ ! ସାରା ଘରେ ଶୋକର ଲହରୀ । ସମସ୍ତେ କାନ୍ଦୁଛନ୍ତି । କାହିଁକି ଏମିତି ହେଲା ? ହୁଏତ ଟିକିଏ ପୂର୍ବରୁ ଝିଅକୁ ଖୋଜିଥିଲେ ଏପରି ବିପଦ ଆସି ନ ଥାନ୍ତା । ହେଲେ ଏ ଥିଲା ସମୟର ଖେଳ । ପରିବାର ଲୋକଙ୍କ ସାମ୍ନାରେ…