Latest Odisha News

BREAKING NEWS

ଶିଶୁ କବିତା : ଘରଚଟିଆ

ରୁଣ କୁମାର ମିଶ୍ର କୁନି କୁନି ଗୋଡ଼ ଦୁଇ ଟିକି ଥଣ୍ଟ ତା' ର , ମାଟିଆ ଶରୀରେ ଶୋହେ ଧଳା ଧଳା ଗାର । ଦିଶେ କେଡ଼େ ଶୋଭାବନ୍ତ ସେ ଟିକି ଚଢ଼େଇ , ଘରଚଟିଆ ନାମରେ ଚିହ୍ନା ପରା ସେହି । ଘର ଚାଳ ସନ୍ଧିରେ ସେ ବସା ଥାଏ କରି , ସକାଳ ହୋଇଲେ ଉଡ଼ି ଯାଏ ଫୁର୍ କରି । କିଚିରି…

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପିଏମ୍ ମୋଦି, ନବରାତ୍ରୀରେ ହେଲା ରିଲିଜ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା  ପିଏମ ମୋଦୀଙ୍କର ଲୁକ୍କାୟିତ ପ୍ରତିଭା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ପୂର୍ବ ରୁ ଏକ ଗର୍ବା ଗୀତ ଲେଖିଥିଲେ । ଯାହାକି ଆଜି ରିଲିଜ୍ ହୋଇଛି  । ୟୁଟ୍ୟୁବରେ ମୁକ୍ତିଲାଭ ହୋଇଥିବା ଏହି ଗୀତଟିକୁ ସମସ୍ତେ ପସନ୍ଦ କରୁଛନ୍ତି  ।  ସୋସିଆଲ…

ଅଭୁଲା ଗୀତ : ମରୁଆ ଫୁଟିଲା ବନେ

ଗାୟନ : ରାଧାରମଣ ରାୟ ଓ କମଳା ଦେବୀ ସଙ୍ଗୀତ : ଗୌର ଗୋସ୍ୱାମୀ ସୁରେନ୍ ପାଲ୍‌ ଗୀତ : ରାଧାରମଣ ରାୟ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫0 ନାୟିକା :ମରୁଆ ଫୁଟିଲା ବନେ ମନକଥା ମୋର ମନ ନ ମାନେ ମନ ନ ମାନେ ମୋ ନାହିଁ କେ ଶୁଣିବ ଜଣେ ନାହିଁ କେ ଶୁଣିବ ଜଣେ ହାୟ ହାୟ! ନାୟକ…

ଗଳ୍ପ : ଦାୟିତ୍ୱ

ଅଳକା ମହାପାତ୍ର ବାପା, ମୁଁ ଆସନ୍ତା ମାସରୁ ମୋ ଦୋକାନ ପାଖରେ ରହିବି । ଛୋଟିଆ ଘରଟିଏ ଦେଖିଛି, ସେଠାରେ ଆମେ ଦୁହେଁ ପତିପତ୍ନୀ ରହିଯିବୁ, କହିଲା ଗୋପାଳ । ଏଇ ଛଅମାସ ହେବ ଗୋପାଳ ବାହାହୋଇଛି । ବାପା ହରିଶ୍ଚନ୍ଦ୍ର କହିଲେ "ଘର ଥାଉ ଥାଉ ଭଡାଘରେ କାହିଁକି ରହିବ ? ପାନ ଦୋକାନରୁ କେତେ…

ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା : କଣ ରହିଛି କଳସ ସ୍ଥାପନର ବିଧି ଓ ଶୁଭ ମୂହୁର୍ତ୍ତ ,…

ନୂଆଦିଲ୍ଲୀ : ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଦେବୀ ପୀଠ  । ଏଥର ୨୨ ଅକ୍ଟୋବରରେ ମହାଷ୍ଟମୀ ପାଳନ ହେବାକୁ ଥିବାବେଳେ ୨୩ ଅକ୍ଟୋବରରେ ମହାନବମୀ ପାଳନ ହେବ…

କବିତା : ଆଗମନୀ

ବନ୍ଦିତା ଦାଶ ଦେଖ, ଶୁଭ୍ରତାର ସମ୍ଭାରନେଇ ଆସିଛି ଏ ଋତୁ ମହମହ ବାସିଲାଣି ଝୁଣା କି ଅଗୁରୁ ମାଆର ପାଉଁଜି କି ପାଣିକାଚ ତୋଳୁଚି ଛମଛମ୍ , ରୁଣୁଝୁଣୁ ଶବ୍ଦ । ଶାନ୍ତ ମନେ ପବିତ୍ର ହୃଦୟେ ଗଙ୍ଗଶିଉଳିରେ ହେବ ଏବେ ଯାଗଯଜ୍ଞ ମନ୍ଦାରରେ ମାଆର ସିନ୍ଦୂର ଅପରାଜିତାର ଶାଢୀ…

ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଯାଜପୁର ବିରଜାଙ୍କ ପୀଠରେ ଆରମ୍ଭ ହେବ ନବ ଦିନାତ୍ମକ ରଥଯାତ୍ରା

ଯାଜପୁର:  ଆଜିଠୁ ଆଦିଶକ୍ତି ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା  । ନବ ଦିନାତ୍ମକ ପୂଜାରେ ମା ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ  । ଏଥିଲାଗି ଚଳଚଞ୍ଚଳ ହୋଇଉଟିଛି ସମସ୍ତ ଦେବୀ ପୀଠ  । ସ୍ବତନ୍ତ୍ର ରୀତିନୀତି ସହକାରେ ୯ ଦିନ ଧରି ଚାଲିବ ମାଆଙ୍କର ନବରାତ୍ରି ପୂଜା । ଆଜି ନବରାତ୍ରିର…

ପୋଲିସ କରୁଥିଲା ଜବତ ବାଣ ଓ ମଦ ଚୋରାଚାଲାଣ ! ହୋମଗାର୍ଡ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ବେଳେ ହୋମଗାର୍ଡ ଅଟକ  ।  ଜବତ ହୋଇଥିବା ବାଣ ଓ ମଦ ଏକ କାରରେ ଚୋରାଚାଲାଣ ହେଉଥିବାବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତକାଲି…

ଅପରେସନ ଅଜୟ: ଯୁଦ୍ଧଭୂମୀରୁ ଫେରିଲେ ଆଉ ୧୯୭ ଜଣ ଭାରତୀୟ, ଦିଲ୍ଲୀରେ ପହଁଚି ଖୁସି ଜାହିର କଲେ ପ୍ରବାସୀ

ନୂଆଦିଲ୍ଲୀ: ଯୁଦ୍ଧଭୂମୀ ଇସ୍ରାଏଲରୁ ୧୯୭ ଜଣ ଭାରତୀୟ ନାଗରିକଙ୍କୁ ନେଇ ରବିବାର ସକାଳେ ତୃତୀୟ ଚାର୍ଟର ବିମାନ ଦିଲ୍ଲୀରେ ପହଞ୍ଚିଛି। ଇସ୍ରାଏଲରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଏହି ସ୍ୱତନ୍ତ୍ର ବିମାନ ଗୁଡିକ ଅପରେସନ ଅଜୟର ଏକ ଅଂଶବିଶେଷ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର…

ହୋଟେଲରେ ଚାଲିଥିବା ସେକ୍ସ ରାକେଟ, ୬ ଗିରଫ

ଭଦ୍ରକ: ଶନିବାର ଏକ ହୋଟେଲରେ ଚଢ଼ାଉ କରି ସେକ୍ସ ରାକେଟ୍ ଠାବ କରିଛି ପୋଲିସ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଭଦ୍ରକ ଟାଉନ୍ ଥାନା ଅଧୀନ ବାଇପାସ୍ ରୋଡ୍ ନିକଟରେ ଥିବା ଏହି ହୋଟେଲ୍ ଉପରେ ଚଢ଼ାଉ କରି ଏହି କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ତିନି…