ଗାନ୍ଧୀ ପରିବାରରେ ନୂଆ ଅତିଥି ନୁରୀଙ୍କ ଏଣ୍ଟ୍ରି, ସୋନିଆଙ୍କୁ ଉପହାର ଦେଲେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଜଣେ ନୂତନ ସଦସ୍ୟ ପ୍ରବେଶ କରିଛନ୍ତି। ଏହି ସଦସ୍ୟ ହେଉଛି ଏକ କୁକୁର। ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧୀ ମାଆ ସୋନିଆ ଗାନ୍ଧୀଙ୍କୁ ଜ୍ୟାକ୍ ରସେଲ ଟେରିୟର ପ୍ରଜାତିର ଏକ କୁକୁର ଉପହାର ଦେଇଛନ୍ତି।
କୁହାଯାଉଛି ଯେ ଏହି କୁକୁରର…