ଭୟଙ୍କର ଦୁର୍ଘଟଣା, ଟ୍ରେନ ଲାଇନକୁ ବସ ଖସି ୨୧ ମୃତ
ଇଟାଲି: ଇଟାଲି ଭେନିସରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ । ଅକାଳରେ ଚାଲିଗଲା ୨୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ରହିଥିବା ସୂଚନା ରହିଛି । ଦୁର୍ଘଟଣାରେ ପାଖାପାଖି ୨୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…