ପୋଖରୀରେ ବୁଡ଼ି ଚାଲିଗଲା ବାପା-ଝିଅଙ୍କ ଜୀବନ
ଢେଙ୍କାନାଳ: ଗନ୍ଦିଆ ଥାନା ବାଇଁଶିଆ ପଞ୍ଚାୟତ ଖଙ୍କରା ଗାଁରେ ଅଘଟଣ। ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ବାପା-ଝିଅ। ଉଭୟଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତି ମହେଶ୍ୱର ନାୟକଙ୍କୁ ୪୮ ବର୍ଷ ହୋଇଥିବା ବେଳେ ତାଙ୍କ ଝିଅ ମନ୍ଦାକିନି ନାୟକଙ୍କ ବୟସ ୮ ବର୍ଷ।…