ଉତ୍ତରପ୍ରଦେଶରେ ଜାତିଗତ ଆକ୍ଷେପ ସହ ଚାପୁଡ଼ା ମାରିବା ଘଟଣା: ଶିକ୍ଷୟିତ୍ରୀ ଗିରଫ, ସ୍କୁଲ ଛାଡ଼ିଲା ଛାତ୍ର
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ଏକ ସ୍କୁଲରେ ଜଣେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡ଼ା ମାରିବା ଘଟଣାକୁ ନେଇ ତେଜିଥିବା ବିବାଦ ଥମିବା ନାଁ ଧରୁନି। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୀଡ଼ିତ ଛାତ୍ରଙ୍କୁ ଉକ୍ତ ସ୍କୁଲରୁ ନିଆଯାଇ ଏକ ଘରୋଇ ଇଂଲିଶ ମିଡିୟମ…