ବାହା ହେବେ ଅରମାନ୍ ମଲିକ, ଜାଣନ୍ତୁ କିଏ ହେବେ ତାଙ୍କ ଜୀବନ ସାଥୀ?
ମୁମ୍ବାଇ: ସିଙ୍ଗର ଅରମାନ୍ ମଲ୍ଲିକ୍ ଫ୍ୟାନ୍ସ ମାନଙ୍କ ପାଇଁ ଗୁଡ଼ ନ୍ୟୁଜ୍ । ଖୁବଶିଘ୍ର ହାତକୁ ଦି ହାତ ହେବେ ସିଙ୍ଗର ଅରମାନ୍ । ୟୁଟ୍ୟୁବର ଆସନ୍ନା ସ୍ରଫଙ୍କ ସହ ନିର୍ବନ୍ଧ କରିଛନ୍ତି ଅରମାନ୍ । ଏନେଇ ସୋସିଆଲ ମିଡି଼ଆରେ ଗାୟକ ଅରମାନ୍ ଏକ ଖୁସିଭରା ମୂହୁର୍ତ୍ତର ଫଟୋ ମଧ୍ୟ ସେୟାର କରିଛନ୍ତି…