ମଣିପୁରରେ ଥମୁନି ହିଂସା: ଥୋରବୁଙ୍ଗରେ ପ୍ରବଳ ଗୁଳି ବିନିମୟ, ଏପଟେ ଆକ୍ସନ ମୋଡରେ ସିବିଆଇ
ଇମ୍ଫାଲା: ମଣିପୁରରେ ହିଂସା ଥମିବାର ନାଁ ନେଉନି । ସ୍ଥାନୀୟ ଚୁରାଚାନ୍ଦପୁର ଜିଲ୍ଲାରେ ଗୁରୁବାର ହିଂସା ପୁଣି ଉଗ୍ର ରୂପ ନେଇଛି । ମିଳିଥିବା ସୂଚନା ଅନୁସାରେ, ଥୋରବୁଙ୍ଗ ଇଲାକାରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏହି ଫାୟାରିଂରେ କେତେ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।…